ରାଜ୍ୟର କିଛି ଜିଲ୍ଲାରେ ପେଟ୍ରୋଲ ଦର ସେଂଚୁରୀ ମାରିବା ପରେ ଚିହିଁକି ଉଠିଛି ବିଜେଡ଼ି : କୋରାପୁଟ ଜିଲ୍ଲାରେ ୧୦୦ଟଙ୍କା ପାର କଲା ପେଟ୍ରୋଲ ଦର, ପେଟ୍ରୋଲ ଲିଟର ଶହେ ଟଙ୍କା ୨୪ ପଇସା, ଡ଼ିଜେଲ ୯୮ ଟଙ୍କା ଏକ ପଇସା; ୬ଟି ରାଜ୍ୟରେ ସେଂଚୁରୀ ଉପରେ ପେଟ୍ରୋଲ ଦର

7