ମାଲକାନଗିରିରେ କୂର୍ତି ଗାଁରେ ଲସି ପିଇ ଶହେରୁ ଅଧିକ ଗୁରୁତର : ୬୦ରୁ ଅଧିକ ଅସୁସ୍ଥଙ୍କୁ ପଡ଼ିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର; ଗତକାଲି କୂର୍ତି ସାପ୍ତାହିକ ହାଟରେ ଲସି ପିଇ ଅସୁସ୍ଥ ହୋଇଥିବା ଅଭିଯୋଗ

12