ଦିନ ଦୁଇଟାରେ ବଜାର ବନ୍ଦ ନିଷ୍ପତି ପରେ କ’ଣ ଖୋଲା ଏବଂ କ’ଣ ବନ୍ଦ, ତାକୁ ନେଇ ଚର୍ଚ୍ଚା : ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବ ବ୍ୟବସାୟୀ ମହାସଂଘ; ବ୍ୟବସାୟୀଙ୍କ ଜୀବନ ରକ୍ଷା ଓ ସୁରକ୍ଷା ପାଇଁ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତି ନେଇଛି ସଂଘ

11