ମସ୍କୋରୁ ଆସିଲା ଆଶ୍ୱସ୍ତି କଲା ଭଳି ଖବର : ପ୍ରଥମ କରୋନା ଟିକାର କ୍ଲିନିକାଲ ଟ୍ରାଏଲ ସଫଳ, ଟିକାର ପରୀକ୍ଷଣ ସଫଳ ହୋଇଥିବା ଦାବି କଲା ରୁଷର ଏକ ଡାକ୍ତରୀ ବିଶ୍ୱବିଦ୍ୟାଳୟ; ଟିକା ନେଇଥିବା ସମସ୍ତ ସ୍ୱେଚ୍ଛାସେବୀ ସୁସ୍ଥ ଥିବା ସୂଚନା

11