ମଜୁରୀ ଓ ବେତନ ଚୁକ୍ତିନାମା ଦାବିରେ ସେଲ ଅଧିନ ସମସ୍ତ ଇସ୍ପାତ କାରଖାନାରେ କାର୍ଯ୍ୟବନ୍ଦ: କେନ୍ଦ୍ରିୟ ଟ୍ରେଡ ୟୁନିୟନ ପକ୍ଷରୁ ଧର୍ମଘଟ ଡାକରା; ଏପଟେ ଧର୍ମଘଟକୁ ଅବୈଧ ଘୋଷଣା କରି କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଆରଏସପି କର୍ତୃପକ୍ଷ

11