ଚା’ ବିକାଳିଙ୍କୁ ଗୋଇଠା ମାରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ ଏକେ ବିଶ୍ୱାଳ : ପିସିଆର ଭ୍ୟାନରେ ଥିବା ଅନ୍ୟ କର୍ମଚାରୀ ହେବେ ତଦନ୍ତ ପରିସରଭୁକ୍ତ; କ୍ଷୀର ଦୋକାନ ଖୋଲିଥିବା ନବମ ଶ୍ରେଣୀ ଛାତ୍ରକୁ ଗୋଇଠା ମାରିବା ପଡ଼ିଲା ମହଙ୍ଗା, କନକ ନ୍ୟୁଜରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ

6