ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ : ଭିଡିଓ କନଫରେନ୍ସିଂରେ କଲେ ଉପସ୍ଥାପନ; ପୂର୍ବରୁ ୭୫ ମିଟର କରିଡରର ଉନ୍ନତିମୂଳକ କାମକୁ ପରିଚାଳନା କମିଟି ବୈଠକରେ ମିଳିଥିଲା ଅନୁମୋଦନ

8