ମାର୍ଚ୍ଚ ୧ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ : ବୟସ୍କ ଓ ଗୁରୁତର ରୋଗୀଙ୍କୁ ଟିକା ଦେବା ପାଇଁ ବିଏମସିର ପ୍ରସ୍ତୁତି, ୧୨ଟି ସରକାରୀ ଓ ୧୦ଟି ଘରୋଇ ମେଡିକାଲରେ ଦିଆଯିବ ଟିକା; ବେସରକାରୀ ହସ୍ପିଟାଲରେ ଟିକା ନେଲେ ଗଣିବାକୁ ପଡିବ ଟଙ୍କା

9