ପୁଣି ରାଜ୍ୟକୁ ଫେରିଲା ଲକଡାଉନ୍ : ରା ରାଜ୍ୟରେ ମେ ୫ରୁ ୧୯ ତାରିଖ ଯାଏଁ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର; ସକାଳ ୬ରୁ ୧୨ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ଅନୁମତି, ସପ୍ତାହର ଶେଷ ଦୁଇ ଦିନ ସଂପୂର୍ଣ୍ଣ ସଟଡାଉନ୍

7