ପିପିଲି ଉପନିର୍ବାଚନ ପାଇଁ କାଲିଠୁ ନାମାଙ୍କନ ପତ୍ର ଦାଖଲ : ପ୍ରାର୍ଥୀ ଘୋଷଣା ହୋଇନଥିଲେ ବି ୩ ପ୍ରମୁଖ ଦଳର ଯୋରଦାର ପ୍ରସ୍ତୁତି; ବିଜେଡି କହିଲା, ବହୁ ବ୍ୟବଧାନରେ ଜିତିବୁ ପିପିଲି, ଗତଥରର ପ୍ରର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମଇଦାନକୁ ଓହ୍ଲାଇପାରେ ବିଜେପି

9