ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା : ଶୂନ୍ୟକାଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କଲେ ବିରୋଧୀ ଦଳ ନେତା; କହିଲେ ପବିତ୍ର ଗୃହରେ କେମିତି ବସିବେ ଜଣେ ଦାଗୀ ମନ୍ତ୍ରୀ, ପୋଡିୟମ ତଳେ ବିଜେପି ବିଧାୟକଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

14