ପତଂଜଳୀ ପୀଠରେ ପଶିଲା କରୋନା : ଯୋଗଗୁରୁ ବାବା ରାମଦେବଙ୍କ ପତଂଜଳି ଯୋଗପୀଠରୁ କରୋନା ସଂକ୍ରମିତ ଚିହ୍ନଟ ସୂଚନା, ପତଂଜଳିର ଭିନ୍ନ ଭିନ୍ନ ୩ଟି ଯୋଗପୀଠରୁ ୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ଚର୍ଚ୍ଚା; ହେଲେ ଖବରକୁ ଖଣ୍ଡନ କଲେ ବାବ ରାମଦେବଙ୍କ ମୁଖପାତ୍ର

11