ଦେଶରେ ନୂଆ ରେକର୍ଡ କରୁଛି ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୩ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ଚିହ୍ନଟ, ୨ହଜାର ୧୦୪ ଜଣଙ୍କ ମୃତ୍ୟୁ; ରାଜ୍ୟରେ ଗୋଟିଏ ଦିନରେ ୬ ହଜାର ୧୬୪ ଆକ୍ରାନ୍ତ ଚିହ୍ନଟ, ୭ଜଣ ମୃତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ଶହ ୩୨ ମାମଲା

11