କେନ୍ଦୁଝରରେ ନିଦ ହଜାଇ ଦେଇଛନ୍ତି ବଣୁଆ ହାତୀ । ସଦର ରେଞ୍ଜରେ ପଶିଲେ ୫୦ରୁ ଅଧିକ ହାତୀ । ନଷ୍ଟ କଲେ ବ୍ୟାପକ ଫସଲ, ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି । By smruti sangita giri On Oct 21, 2019 - 12:26 PM 6 Share 6 Share FacebookTwitterGoogle+WhatsAppTelegramEmailPrint