ଏଥର ନିର୍ବାଚନ ଲଢିବେନି ରବୀନ୍ଦ୍ର ଜେନା : ବାଲେଶ୍ୱର ସଦର ଉପନିର୍ବାଚନ ପ୍ରାର୍ଥୀ ରେସରେ ନାହାନ୍ତି ଜିଲ୍ଲା ବିଜେଡି ସଭାପତି; ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସହିତ ରୁଦ୍ଧ ଦ୍ୱାର ବୈଠକ ପରେ ରଖିଲେ ମତ , କହିଲେ ନିଜ ପାଇଁ ଆଉ ମାଗିବେ ନାହିଁ ଭୋଟ୍

9