କନକ ବ୍ୟୁରୋ : ଯୁବତୀଙ୍କୁ ଦୁର୍ବ୍ୟବହାର କରି ଉତମ ମଧ୍ୟମ ଖାଇଲେ ଯୁବକ । ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱରର ବାଲିଆପାଳରେ । ଚନ୍ଦନଯାତ୍ରା ବୁଲିବାକୁ ଜଣେ ଯୁବତୀ ଆସିଥିବାବେଳେ ଜଣେ ଯୁବକ ଏହି ଯୁବତୀଙ୍କୁ ଦୁବ୍ୟବହାର କରିଥିଲେ । ଫଳରେ ଯୁବତୀଙ୍କ ମା ଯୁବକଙ୍କୁ ମାଡ ମାରିଥିଲେ । ଯୁବତୀଙ୍କ ମା ମାଡ ମାରୁଥିବାବେଳେ ଏହାକୁ କିନ୍ତୁ ଦେଖଖାହାରୀ ବେଶ ଉପଭୋଗ କରୁଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp