ମୋଦି କହିଥିଲେ ୧୫ ଲକ୍ଷ ଟଙ୍କା ଦେବେ ! କିନ୍ତୁ ଏପର୍ଯ୍ୟନ୍ତ ଟଙ୍କାଟିଏ ମିଳିଲାନି, ଏବେ ବ୍ୟାଙ୍କରେ ନିଆଁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ସମସ୍ତଙ୍କୁ ଠକି ଦେଇଛନ୍ତି । ୧୫ ଲକ୍ଷ ଟଙ୍କା ଦେଇନାହାନ୍ତି । ବ୍ୟାଙ୍କରୁ ସମସ୍ତେ ବାହାରକୁ ପଳାଅ, ନିଆଁ ଲଗାଇଦେବି... ଏଭଳି କିଛି ଶୁଣିବା ପରେ ଆଲ୍ଲାହାବାଦ ବ୍ୟାଙ୍କ ଜରବଲରେ ଲୋକମାନଙ୍କ ମନରେ ଆତଙ୍କ ଖେଳିଯାଇଥିଲା । ନିଆଁ ଲଗାଇଦେବି... ଏତିକି…

ନିଆରା ଢଙ୍ଗରେ ମିଳିବ ୱାଇଫାଇ ! ଆରମ୍ଭ ହେଲା ବେଲୁନଭିତ୍ତିକ ଇଣ୍ଟରନେଟ୍ ସେବା ।

ଉତ୍ତରାଖଣ୍ଡର ଦୂରାନ୍ତ ଗାଁମାନଙ୍କରେ ଖୁବ୍ ଶୀଘ୍ର ମାଗଣା ଓ୍ଵାଇ-ଫାଇ ଯୋଗାଇବ ଇଣ୍ଟରନେଟ୍ ପ୍ରସାରଣକାରୀ ବେଲୁନ୍। ଏହି ପାର୍ବତ୍ୟ ରାଜ୍ୟରେ ଥିବା ମଫସଲ ଅଞ୍ଚଳରେ ଇଣ୍ଟରନେଟ୍ ଆକସେସ୍ ଯୋଗାଇ ଦେବା ପାଇଁ ଖଟା ଯାଇଥିବା ଉଦଜାନ ବେଲୁନ୍ ବ୍ୟବହାର କରାଯିବ। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ…

ହୃଦରୋଗରେ ପୀଡିତ ଅଢେଇ ବର୍ଷର କୁନି ପୁଅ ଅଂଶୁମାନ ! ଆପଣଙ୍କ ସାହାଯ୍ୟ କୁନି ପୁଅ ଅଂଶୁକୁ ଦେବ ନୂଆ ଜୀବନ ।

କଅଁଳ ପାଦ, ନିରୀହ ଆଖି । ଖେଳକୁଦ କରିବା ବୟସରେ ଆଖି ତାର ହୋଇଯାଉଛି ଛଳଛଳ । କାରଣ ସାଙ୍ଗସାଥୀ ମାନଙ୍କ ସହ ଟିକିଏ ଖେଳିଦେଲେ ସେ ଧଇଁସଇଁ ହୋଇପଡୁଛି । ଆଉ ତା’ପରେ ହେଉଛି ହୃଦୟ ଯନ୍ତ୍ରଣା । କଷ୍ଟରେ ଛଟପଟ ହୋଇ ଗଡିଯାଉଛି । ଡାକ୍ତର ମଧ୍ୟ ଅସ୍ତ୍ରୋପଚାର ଜୁରୁରୀ ବୋଲି କହିସାରିଛନ୍ତି ।…

ସମୁଦାୟ ନମ୍ବରରୁ ଅଧିକ ନମ୍ବର ହାସଲ କରିଛନ୍ତି ପରୀକ୍ଷାର୍ଥୀ ! ଏପରିକି ପରୀକ୍ଷା ନଦେଇ ଅନେକ ଛାତ୍ରଛାତ୍ରୀ ପାସ୍ ।

ପ୍ରତି ଥର ବୋର୍ଡ ପରୀକ୍ଷାର ଟପ୍ପରଙ୍କୁ ନେଇ ଚର୍ଚ୍ଚାରେ ରହିଥାଏ ବିହାର ଶିକ୍ଷା ବୋର୍ଡ । କିନ୍ତୁ ଏଥର ଅନ୍ୟ ପରୀକ୍ଷାର୍ଥୀ ମାନଙ୍କର ନମ୍ବରକୁ ନେଇ ଏବେ ବିହାର ଶିକ୍ଷା ବୋର୍ଡକୁ ସମାଲୋଚନାର ଶିକାର ହେବାକୁ ପଡିଛି । ତେବେ ଚର୍ଚ୍ଚାର ବିଷୟ ହେଉଛି, ଅନେକ ପରୀକ୍ଷାର୍ଥୀମାନେ ଅଭିଯୋଗ…

ଆତଙ୍କ ପାଇଁ ମହିଳାମାନଙ୍କୁ ଅସ୍ତ୍ର କରିବ ଆତଙ୍କବାଦୀ ସଂଗଠନ ! ଅଡିଓ ଟେପ ଜାରି କଲା ଜୈସ-ଏ-ମହମ୍ମଦ ।

ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ସରଗନା ମସୁଦ ଅଜହର ମହିଳାମାନଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରିବା ପାଇଁ ଷଡଯନ୍ତ୍ର ରଚୁଥିବା ଜଣାପଡିଛି । ମୌଲାନା ମୌସୁଦ ଅଜହର ଆତଙ୍କ ଖେଳାଇବା ପାଇଁ ମହିଳାମାନଙ୍କର ଏକ ଫୌଜ ପ୍ରସ୍ତୁତ କରିବାକୁ ଚାହୁଁଛି । ଏବଂ ଏଥିପାଇଁ ମହିଳାମାନଙ୍କୁ ଉସୁକାଉଥିବା…

କିପରି ନିର୍ଦ୍ଧାରିତ ହୋଇଥାଏ ପାସପୋର୍ଟର ରଙ୍ଗ ? ଜାଣନ୍ତୁ କେଉଁ ଦେଶ ପାଇଁ କେଉଁ ରଙ୍ଗର ପାସପୋର୍ଟ ହୋଇଥାଏ ବ୍ୟବହାର ।

ପାସପୋର୍ଟ ହେଉଛି ଏପରି ଏକ ଡକୁମେଣ୍ଟ ଯାହା ବିନା, ବିଦେଶ ଯାତ୍ରା କରିବା ଅସମ୍ଭବ ହୋଇଥାଏ । ନେପାଳ ଏବଂ ଭୂଟାନକୁ ଛାଡି ଅନ୍ୟ ଯେକୌଣସି ଦେଶକୁ ଯିବାକୁ ହେଲେ ପାସପୋର୍ଟ ବାଧ୍ୟତାମୂଳକ ଅଟେ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ପାସପୋର୍ଟର ରଙ୍ଗ କିପରି ଧାର୍ଯ୍ୟ କରାଯାଇଥାଏ ? ତେବେ…