ପିଜୁଳି ପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ ! ଭଲ କରିଥାଏ ଏହି ୫ଟି ଶାରୀରିକ ସମସ୍ୟା, ଜାଣନ୍ତୁ କିପରି କରିବେ ବ୍ୟବହାର ।

ରୋଗର ନିରାକରଣ ପାଇଁ ଆମେ ବିଭିନ୍ନ ଆଡ଼େ ବୁଲିଥାନ୍ତି । ଭିନ୍ନ ଭିନ୍ନ ଔଷଧ ସହ ଡାକ୍ତର ବି ବଦଳାଇ ଥାଆନ୍ତି । ମାତ୍ର କେବେ ଭାବିଛନ୍ତି, ଅନେକ ରୋଗର ନିରାକରଣ ଆମ ହାତ ପାହାନ୍ତାରେ ଅଛି ? ଆଗ ଚାରି ପଟେ ଥିବା ଏମିତି ଅନେକ ସାଧାରଣ ଗଛରେ ରହିଛି ବିରାଟ ବିରାଟ ରୋଗର ନିରାକରଣ । ସେପରି ଏକ ଗଛ…

ଶେଷ ହେଲା ବିଜେପିର ମହିଳା ସୁରକ୍ଷା ଯାତ୍ରା ! ବିଜେପି ମହିଳାମୋର୍ଚ୍ଚାର ଅଭିଯୋଗ, ରାଜ୍ୟରେ ଅସୁରକ୍ଷିତ ମହିଳା ।

କନକ ବ୍ୟୁରୋ : ସରିଲା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟବ୍ୟାପୀ ମହିଳା ସୁରକ୍ଷା ଯାତ୍ରା । ଗତ ମେ ୧୭ ତାରିଖରୁ ରାଜ୍ୟରେ ଥିବା ୩୬ଟି ସାଂଗଠନିକ ଜିଲ୍ଲାକୁ ମହିଳା ସୁରକ୍ଷା ଏଜେଣ୍ଡା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସ୍ଥିତି ପରଖିଥଲା ବିଜେପି ମହିଳା ମୋର୍ଚ୍ଚା । ଅଭିଯାନ ସମାପ୍ତି ପରେ…

ମୋଦି ସରକାର ଆଣିଲେ ନୂଆ ଯୋଜନା ! ଏଣିକି ଘରେ ବସି କମାଇ ପାରିବେ ହଜାର ହଜାର ଟଙ୍କା, ଜାଣନ୍ତୁ ପୁରା ପ୍ରକ୍ରିୟା ।

ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି ଏକ ନୂଆ ଯୋଜନା । ଯେଉଁଥିରେ ଆପଣ ଘରେ ବସି ରୋଜଗାରସ କରିପାରିବେ ହଜାର ହଜାର ଟଙ୍କା । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ମୋଦି ସରକାର ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରିଛନ୍ତି । ଏଥିରେ ଭାଗ ନେଇ ଆପଣ ଜିତିପାରିବେ ୩୧ ହଜାର ଟଙ୍କା । ଏଥିରେ…

ପୁଅ ବୁଝିଲାନି ମା’ର ମମତା ! କଟୁରୀରେ ନିର୍ଦ୍ଦୟ ଭାବେ ମା’କୁ ହତ୍ୟା କଲା ପୁଅ ।

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯେଉଁ ମା ଦିନେ ନିଜ ପୁଅକୁ ଗେହ୍ଲା ବସରରେ ବଡ କରିଥିଲା ସେଇ ମା ଜାଣିନଥିଲା ଯେ ନିଜ ପୁଅ ହିଁ ତାର ମୃତ୍ୟୁର କାରଣ ସାଜିବ । ଜନ୍ମକଲା ପୁଅ ହିଁ ନିଜ ମାର ଜୀବନ ନେଇଯିବ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା…

ଏମାନେ ହେଉଛନ୍ତି ଭାରତର ଟପ୍ ଏନକାଉଣ୍ଟର ସ୍ପେଶାଲିଷ୍ଟ ! ଯାହାଙ୍କ ନାଁ ଶୁଣିଲେ ଥରିଉଠନ୍ତି ଅପରାଧୀ ।

ଦିଲ୍ଲୀ ଛତ୍ରପୁରରେ ଗତ ଶନିବାର ଦିନ ହୋଇଥିବା ଏନକାଉଣ୍ଟରରେ ପାଞ୍ଚଜଣ ଅପରାଧୀଙ୍କ ମୃତ୍ୟୁ ଘଟିଛି । ବହୁବର୍ଷ ହେବ ଦିଲ୍ଲୀରେ ରାଜ କରୁଥିବା କୁଖ୍ୟାତ ଅପରାଧୀ ରାଜେଶ ଭାରତି ଏବଂ ତାଙ୍କର ୪ଜଣ ସାଥୀ ଏହି ଏନକାଉଣ୍ଟରରେ ମୃତ୍ୟୁବରଣ କରିଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ଦିଲ୍ଲୀରେ…

ପ୍ରଣବଙ୍କୁ ନାହିଁ ନିମନ୍ତ୍ରଣ ! ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବା ପଡିଲା ମହଙ୍ଗା, ପ୍ରଣବ ମୂଖାର୍ଜୀଙ୍କୁ ଇଫତାର…

କଂଗ୍ରେସରେ ବଢ଼ିଲା ପ୍ରଣବଙ୍କୁ ନେଇ ରାଜନୀତି । ଗତ ୭ ତାରିଖ ଦିନ ନାଗପୁରରେ ଆୟୋଜିତ ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଛୁଆଁ ହୋଇଗଲେ ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସ ନେତା ପ୍ରଣବ ମୂଖାର୍ଜୀ । ଆରଏସଏସର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତାମାନେ…