ନୟାଗଡରେ ମର୍ମନ୍ତୁଦ ଦୁର୍ଘଟଣା : ୬ ଜଣଙ୍କ ଉପରେ ମାଡିଗଲା କାର

27

vlcsnap-2016-12-30-13h44m11s435ନୟାଗଡ : ନୟାଗଡରେ ମର୍ମନ୍ତୁଦ ଦୁର୍ଘଟଣା । ୬ ଜଣଙ୍କ ଉପରେ ମାଡିଗଲା କାର ।

ଗଣିଆ ତହସିଲ ଅଫିସ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି ।