Daily Archives

December 26, 2019

ସାରା ଭାରତ ଦେଖିବ ଉତ୍କଳୀୟ କଳା ଓ ସଂସ୍କୃତି : ଟ୍ରେନକୁ କରାଗଲା ବ୍ରାଣ୍ଡିଂ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ…

କନକ ବ୍ୟୁରୋ : ସାରା ଭାରତ ଦେଖିବ ଉତ୍କଳୀୟ କଳା ଓ ସଂସ୍କୃତି । ଟ୍ରେନକୁ କରାଗଲା ବ୍ରାଣ୍ଡିଂ । ଭୁବନେଶ୍ୱର- ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଶୋଭା ପାଇଲା ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଭରା କୀର୍ତିରାଜି । ଟ୍ରେନରେ ଉତ୍କଳୀୟ ନୌବାଣିଜ୍ୟ, କୋଣାର୍କର କୀର୍ତିରାଜି,…

ବଣଭୋଜି ପାଇଁ ଶିଆଳି ଲୋକାରଣ୍ୟ : ସମୁଦ୍ରରେ ଗାଧୋଇବା ସହ ଡିଜେ ସାଉଣ୍ଡର ତାଳେ ତାଳେ ଝୁମୁଛନ୍ତି ପର୍ଯ୍ୟଟକ

କନକ ବ୍ୟୁରୋ : ବଣଭୋଜି ପାଇଁ ବେଳାଭୂମି ଲୋକାରଣ୍ୟ । ବର୍ଷ ଶେଷ ହେବାକୁ ଆଉ କେଇଟା ଦିନ ବାକି ଥିବାବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପିକନିକ୍ ଜମୁଛି । ଏପରିସ୍ଥଳେ ହାଡ଼ଭଙ୍ଗା ଶୀତରେ ଜଗତସିଂହପୁର ଜିଲ୍ଲାର ଶିଆଳି ବେଳାଭୂମିରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟକୁ ମନଭରି…

ଆକାଶରେ ତିନି ଘଣ୍ଟାର ଛାଇ ଆଲୁଅ ଖେଳ ପରେ ଛାଡିଲା ସୂର୍ଯ୍ୟୋପରାଗ, ୮ଟା ୧୯ରୁ ୧୧ଟା ୨୮ ପର୍ଯ୍ୟନ୍ତ ଲାଗିଥିଲା ପରାଗ

କନକ ବ୍ୟୁରୋ : ଆକାଶରେ ତିନି ଘଂଟାର ଛାଇ ଆଲୁଅ ଖେଳ ପରେ ଛାଡିଲା ସୂର୍ଯ୍ୟପରାଗ । ୮ଟା ୧୯ ରୁ ଲାଗିଥିବା ୧୧ଟା ୨୮ରେ ଛାଡିଯାଇଛି । ଆଜି ପୂର୍ଣ୍ଣ ସୂର୍ଯ୍ୟୋପରାଗ ହୋଇଥିଲେ ମଧ୍ୟ ଦକ୍ଷିଣ ଭାରତର କିଛି ଅଂଚଳରେ ଏହା ବଳୟ ସୂର୍ଯ୍ୟୋପରାଗ ଭାବେ ଦୃଶ୍ୟମାନ ହୋଇଥିଲା । ବିଶେଷକରି…

ସିଏଏକୁ ନେଇ ହିଂସାତ୍ମକ ପ୍ରଦର୍ଶନ : ଉତ୍ତରପ୍ରଦେଶରେ ୧୩୦ ବିକ୍ଷୋଭକାରୀଙ୍କୁ ନୋଟିସ୍ , ପ୍ରତ୍ୟେକଙ୍କ ଠାରୁ ୫୦ ଲକ୍ଷ…

ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ‘ସିଏଏ’ ବିରୋଧୀ ଦଙ୍ଗାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୩୦ ଜଣ ବ୍ୟକ୍ତିଙ୍କ ନିକଟକୁ ଜିଲ୍ଲା ପ୍ରଶାସନ ‘ରିକଭରି ନୋଟିସ୍’ ପଠାଇଛନ୍ତି। ଦଙ୍ଗା ସମୟରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ସେମାନେ ୫୦ ଲକ୍ଷ ଟଙ୍କା ଯାଏଁ ଭରଣା କରିବେ। ତାହା ନ କଲେ ସେମାନଙ୍କ…

ସିଏଏକୁ ନେଇ ଓଡିଶାରେ ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ ଚାଲିଛି । ଧର୍ମେନ୍ଦ୍ର କହିଲେ ଗଣତନ୍ତ୍ରରେ ବାଦବିବାଦର ସ୍ଥାନ…

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ସଂସଦରେ ଐତିହାସିକ ଭୁଲକୁ ମୋଦି ସରକାର ସୁଧାରିଛନ୍ତି । ଧର୍ମ ଆଧାରରେ ଦେଶ ବିଭାଜନ…