Daily Archives

December 19, 2019

ପୁଲୱାମା ଆକ୍ରମଣର ପ୍ରତିଶୋଧ…ଆତଙ୍କୀଙ୍କୁ ନିପାତ କରିବା ପାଇଁ ଦିନରାତି ଏକ କରିଦେଇଥିଲେ ଭାରତୀୟ…

କନକ ବ୍ୟୁରୋ: ପୁଲୱାମା ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଥିଲା ଭାରତୀୟ ସେନା । ଶେଷରେ ମରିଥିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀ । ଆତଙ୍କବାଦୀଙ୍କୁ ନିହତ କରିବା ପାଇଁ ଲୁଚିଥିବା କୋଠାକୁ ବିସ୍ପୋରଣ କରି ଉଡାଇ ଦେଇଥିଲେ ଭାରତୀୟ ସେନା । ତେବେ ଏହି ଆତଙ୍କବାଦୀଙ୍କ…

ଜହ୍ନ ଅଭିଯାନର ଓଡ଼ିଶା କନେକ୍ସନ୍ : ଓଡ଼ିଶାରେ ନିର୍ମାଣ ହୋଇଥିଲା ଚନ୍ଦ୍ରାୟନ-୨ରେ ଲାଗିଥିବା କିଛି ଯନ୍ତ୍ରାଂଶ

କନକ ବ୍ୟୁରୋ : ଚନ୍ଦ୍ରଯାନ- ୨ ଅସଫଳ ହେଲା । ହେଲେ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରଯାନ-୨ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ଉଚ୍ଚତାକୁ ନେଇଗଲା। ଯଦିଓ ଲ୍ୟାଣ୍ଡର ବିକ୍ରମ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଲାନାହିଁ, ତେବେ ଏହ ଅନ୍ତରୀକ୍ଷ କାର୍ୟ୍ୟକ୍ରମରେ ଭାରତର ଉଦ୍ୟମ…

‘ଫୋନି’ କ୍ଷୟକ୍ଷତିରେ କ୍ଷତିଠୁ ବଳିଯାଇଥିଲା କ୍ଷତିପୂରଣ : ପୁନଃରୁଦ୍ଧାର ପାଇଁ ଆବଶ୍ୟକ ଥିଲା ଅଧିକ ୫ ହଜାର ୧୩୯ କୋଟି…

ଗତ ମେ’ ୩ ତାରିଖରେ ଓଡ଼ିଶାକୁ ଗ୍ରାସ କରିଥିବା ‘ଫୋନି’ ନଷ୍ଟ କରିଥିଲା ୨୪ ହଜାର ୧୭୬ କୋଟି ଟଙ୍କାର ସମ୍ପତି। ଏନେଇ ଲୋକସେବା ଭବନ (ସଚିବାଳୟ)ରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲା ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ଏବଂ ମିଳିତ ଜାତିସଂଘ । ଏପରିକି ସମସ୍ତ…

ପୁଲୱାମା ଆତଙ୍କୀ ହମଲା: ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଥିଲେ ୨ ଓଡିଆ…ଦେଶ ପାଇଁ ଜୀବନ ଦେଇଦେଲେ ଜଗତସିଂହପୁର…

କନକ ବ୍ୟୁରୋ: କାଳ ୨୦୧୯...ଆଉ କାଳ ଥିଲା ଫେବ୍ରୁଆରୀ ମାସର ସେହି ୧୪ ତାରିଖ । ଯାହା ପୂରା ଦେଶବାସୀଙ୍କୁ କରିଦେଇଥିଲା ସ୍ତବ୍ଧ । ତେବେ ଚଳିତବର୍ଷ ଫେବ୍ରୁଆରୀ ୧୪ ତାରିଖରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କୀମାନଙ୍କର ବର୍ବରକାଣ୍ଡ ଏବେବି ଭାରତୀୟଙ୍କ ମନରେ ସୃଷ୍ଟି କରିଥିବା…

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ସମାଧି ସ୍ମାରକ : ଆଧୁନିକୀକରଣ ପାଇଁ ଭାଙ୍ଗିଲା ପ୍ରଶାସନ, ପୂର୍ବରୁ ସମାଧି ଉଛେଦ…

କନକ ବ୍ୟୁରୋ : ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ସମାଧି । ଆଧୁନିକୀକରଣ ପାଇଁ ବିଜୁ ସମାଧିକୁ ହଟାଇ ଦେଇଛି ପ୍ରଶାସନ । ସ୍ୱର୍ଗଦ୍ୱାରର ଆଧୁନିକୀରଣ ପାଇଁ ବିଜୁ ସମାଧିକୁ ହଟାଇବାକୁ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କାର ଅନୁଦାନ…

ଫଣା ଟେକି ଆସିଥିଲା ଫୋନି : ଉଜାଡି ଦେଇ ଚାଲିଗଲା ଓଡିଶାର ସୌନ୍ଦର୍ଯ୍ୟ , ସ୍ମାର୍ଟସିଟିରୁ ଆରମ୍ଭ କରି ଶ୍ରୀକ୍ଷେତ୍ର…

ସାମୁଦ୍ରିକ ଝଡ଼ ‘ଫନି’ ଯେଉଁଭଳି ବିପର୍ଯ୍ୟୟ ଘଟାଇଲା ତାହା ମେ ମାସରେ କ୍ବଚିତ ଦେଖିବାକୁ ମିଳେ। ଏହା ପାଣିପାଗ ବିଶେଷଜ୍ଞମାନଙ୍କୁ ମଧ୍ୟ ଚକିତ କରିଦେଇଥିଲା । ଗତ ୫୨ ବର୍ଷ ମଧ୍ୟରେ ମେ ମାସରେ ଏଭଳି ୯ଟି ସାମୁଦ୍ରିକ ଝଡ଼ ଦେଖିବାକୁ ମିଳିଛି ବୋଲି ସୂଚନା ମିଳିଥିଲା । କିନ୍ତୁ ‘ଫନି’ ସେମାନଙ୍କ…