Daily Archives

November 17, 2019

କଟକ ବଡ ମେଡିକାଲରେ ମୃତ ଦେହରୁ ଆଖି ତାଡି ନେବା ଘଟଣା: ଏଲଭି ପ୍ରସାଦ ଆଇ ହସ୍ପିଟାଲ ନାଁରେ ଭଦ୍ରକ ଟାଉନ ଥାନାରେ ମାମଲା…

କନକ ବ୍ୟୁରୋ: ପରିବାର ଲୋକଙ୍କ ଅଜାଣତରେ ଶବରୁ ଆଖି ତାଡିନେଲେ । ବ୍ୟବଚ୍ଛେଦ ପରେ କିଛି ନକହି ସରଳ ଆଦିବାସୀ ଲୋକଙ୍କୁ ଧରାଇଦେଲେ କାଗଜପତ୍ର ସହ ପ୍ରମାଣପତ୍ର । ଘରେ ପହଁଚି ଦେଖିବା ବେଳକୁ ମୃତବ୍ୟକ୍ତିଙ୍କ ଶରୀରରେ ନଥିଲା ଦୁଇଟି ଯାକ ଆଖି । ଘଟଣାକୁ ଦେଖି ଚକିତ ହୋଇଯାଇଛନ୍ତି ମୃତକଙ୍କ…

ଦିନେ ଥିଲେ ଫରେଷ୍ଟ ରେଂଜର, ଆଜି ପାଲଟିଛନ୍ତି ସଫଳ ଚାଷୀ…ଟାଙ୍ଗରା ଭୂଇଁରେ ୨୭୮ କିସମର ଧାନ ଚାଷ କରି ସୁନାର ଫସଲ…

କନକ ବ୍ୟୁରୋ: ଦିନେ ଥିଲେ ଫରେଷ୍ଟ ରେଂଜର, ଆଜି ପରିଣତ ବୟସରେ ସେ ପାଲଟିଛନ୍ତି ସଫଳ ଚାଷୀ । ଟାଙ୍ଗରା ଜମିରେ ୨୭୮ କିସମର ବିଲୁପ୍ତ ଦେଶି ଧାନ ଜୈବିକ ପଦ୍ଧତିରେ ଚାଷ କରି ସୁନାର ଫସଲ ଫଳାଇପାରିଛନ୍ତି । ଏହା ସହ ଜିଆ ଖତ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ସାଙ୍ଗକୁ ୨୦ ରୁ…

ଅଂସଯତ ପ୍ରେମୀଯୁଗଳଙ୍କୁ ଆକଟର ପାଠ ପଢାଇଲେ ମହିଳା । ମେଟ୍ରୋରେ ଅସଂଯତ ଅବସ୍ଥାରେ ଥିବା ପ୍ରେମୀଯୁଗଳଙ୍କୁ ଶିଷ୍ଟାଚାର…

ଦିଲ୍ଲୀର ମେଟ୍ରୋରେ ଯାତ୍ରା କରୁଥିବା ପ୍ରେମୀଯୁଗଳଙ୍କ ବିଭିନ୍ନ ଅସଂଯତ ଏବଂ ଅଶ୍ଲୀଳ ଭିଡିଓ ପ୍ରତିଦିିନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯାହା ବର୍ତ୍ତମାନର ଏକ ବଡ ସଂକଟ ରୁପରେ ଠିଆ ହୋଇଛି । ସମସ୍ତଙ୍କ ସାମ୍ନାରେ ଅଭଦ୍ରତାର ସୀମା ଟପି ଯାଉଛନ୍ତି ଯୁବାପିଢି ଯାହାର ଏକ ଭିଡିଓ ଏବେ…

ଭକ୍ତଙ୍କ ଦର୍ଶନ ଲାଗି ସକାଳୁ ଖୋଲିଲା ସାବରୀମାଲା ମନ୍ଦିର ! ଠାକୁରଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କ ଜମିଛି ଭିଡ

କନକ ବ୍ୟୁରୋ : ରବିବାର ସକାଳ ପ୍ରାୟ ୫ଟା ବେଳେ ଭକ୍ତମାନଙ୍କ ପାଇଁ ଆନୁଷ୍ଠାନିକ ଭାବେ ଖୋଲିଛି ସାବରିମାଲା ମନ୍ଦିର। ବାର୍ଷିକ ମଣ୍ଡଳ-ମକରଭିଲାକ୍କୁ ପୂଜା ନିମନ୍ତେ ଶନିବାର ଠାରୁ ଭକ୍ତ ଆସି ସେଠାରେ ପହଞ୍ଚିଛନ୍ତି। ନୀଳକାଲ ବେସ୍ କ୍ୟାମ୍ପ୍ ଠାରେ ଅପେକ୍ଷା କରିବା ପରେ ଯାତ୍ରୀମାନଙ୍କୁ ପମ୍ବା…

ଆତ୍ମସମର୍ପଣ କରି ମିଳିଛି ଆତ୍ମସମ୍ମାନ…ବନ୍ଧୁକ ଛାଡି ହାତରେ ଧରିଲେ ଚା’ କେଟିଲ…ମୁଖ୍ୟସ୍ରୋତରେ ସାମିଲ…

କନକ ବ୍ୟୁରୋ: ମାଲକାନଗିରିରୁ ଆସିଛି ନିଆରା ଚିତ୍ର । ଦିନେ ଥିଲେ ଟପ୍ ମାଓ ନେତା । ଆଜି ବନ୍ଧୁକ ଛାଡି ହାତରେ ଧରିଛନ୍ତି ଚା କେଟିଲ୍ । ଚାହା ଦୋକାନ କରି ଲୋକଙ୍କୁ ଚାହା ବିକୁଛନ୍ତି । ଜଳଖିଆ ଦୋକାନ ବି କରିଛନ୍ତି । ଲାଲଗଡ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପରେ ବଂଚିବା ପାଇଁ ଏହି…

ଜମ୍ମୁ-କାଶ୍ମୀରରେ ପ୍ରସ୍ତୁତ ହେଉଛି ୧୫ ହଜାର ବଙ୍କର୍ ! ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରୁ ସାଧାରଣ ନାଗରିକଙ୍କୁ…

କଶ୍ମୀର ଉପତ୍ୟକାରେ ଶାନ୍ତି ଭଙ୍ଗ କରିବାକୁ ୨୦୧୯ ଜାନୁଆରିରୁ ନଭେମ୍ବର ୧୫ ତାରିଖ ମଧ୍ୟରେ ନିୟନ୍ତ୍ରଣ ରେଖା ସମେତ ଜମ୍ମୁ ଓ କଶ୍ମୀରର ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ୨୫୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏହି ସବୁ ଅଞ୍ଚଳର ନାଗରିକମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବା ନିମନ୍ତେ…