Daily Archives

November 13, 2019

ଏବେ ଆରମ୍ଭ ହେଲା କର୍ଣ୍ଣାଟକ ନାଟକ । ଉପ ନିର୍ବାଚନ ତାରିଖ ଘୋଷଣା ସହ ଝୁଲିଲା ୟେଦ୍ୟୁରପ୍ପାଙ୍କ ଭାଗ୍ୟ ।

କର୍ଣ୍ଣାଟକରେ ଖାଲିଥିବା ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ଡିସେମ୍ବର ୫ ତାରିଖରେ ଭୋଟଗ୍ରହଣ ଓ ୯ରେ ଗଣତି ହେବ । ଏ ସଂପର୍କରେ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଆଜି ସୁପ୍ରିମକୋର୍ଟ ଏହି ୧୫ ବିଧାୟକଙ୍କ ସଦସ୍ୟତା ରଦ୍ଦ ଲାଦି ବାଚସ୍ପତିଙ୍କ…

ତୁଟୁନି ଜେଏନୟୁ ଝଗଡା । ବର୍ଦ୍ଧିତ ଫି ଆଂଶିକ ହଟିଲା, ତଥାପି ଅସନ୍ତୁଷ୍ଟ ଆନ୍ଦୋଳନକାରୀ ।

ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କର୍ତ୍ତୃପକ୍ଷ ବର୍ଦ୍ଧିତ ହଷ୍ଟେଲ ଫିକୁ ଆଂଶିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି । ଏହା ସତ୍ତ୍ୱେ ଆନ୍ଦୋଳନ ଜାରି ରଖିବାକୁ ଛାତ୍ରଛାତ୍ରୀମାନେ ନିଷ୍ପତି ନେଇଛନ୍ତି । ଜେଏନୟୁର ଏକଜକ୍ୟୁଟିଭ…

ଗାନ୍ଧୀଙ୍କୁ ନେଇ ଭ୍ରମାତ୍ମକ ତଥ୍ୟ ପରେ ବିବାଦ । ତ୍ରୁଟି କରିଥିବା ବ୍ୟକ୍ତିଙ୍କ ବିରୁ୍ଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି…

କନକ ବ୍ୟୁରୋ :  ମହାତ୍ମା ଗାନ୍ଧୀଙ୍କୁ ନେଇ ଶିକ୍ଷା ବିଭାଗର ଭୁଲ ତଥ୍ୟ । ଯାହାକୁ ନେଇ ସବୁ ସ୍ତରରେ ଉଦବେଗ ପ୍ରକାଶ ପାଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ସ୍କୁଲରେ ବଂଟାଯାଇଥିବା ଲିଫଲେଟରେ ଭୁଲ ତଥ୍ୟ ଥିଲା, ଯାହାକୁ ନେଇ…

ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ । ମୋଟ ୮୧୨୬.୩୨ କୋଟିର ଅତିରିକ୍ତ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ

କନକ ବ୍ୟୁରୋ: ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଗୃହରେ ଆଗତ ହେଲା ଅତିରିକ୍ତ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିଥିବା ବେଳେ ଅତିରିକ୍ତ ବଜେଟର ପରିମାଣ ମୋଟ ୮୧୨୬.୩୨ କୋଟି ଟଙ୍କା ରହିଛି । ତେବେ…

ମଦ ଦୋକାନୀଙ୍କୁ ସାବାଡ଼ କଲେ ଉତ୍ତ୍ୟକ୍ତ ମହିଳା । ଭାଙ୍ଗିଦେଲେ ମଦ ଭାଟି, ନଷ୍ଟ କରିଦେଲେ ଶହ ଶହ ପେଟି ମଦ  ।

କନକ ବ୍ୟୁରୋ : ତାତିଲେ ମହିଳା. ଭାଙ୍ଗିଲେ ମଦ ଦୋକାନ । ମଦ ବିରୋଧରେ ମହିଳା ତାତିବା ସହ ମଦ ଦୋକାନରେ ପଶି ଶହ ଶହ ଦେଶୀ ମଦ ବୋତଲ ଭାଙ୍ଗିଛନ୍ତି । ଆଉ ଏଭଳି ଘଟଣା  କେନ୍ଦ୍ରାପଡା ନାଗେଶ୍ୱରପୁର ଗାଁରେ ଦେଖିବାକୁ ମିଳିଛି । ଯେଉଁଠି ମହିଳା ମାନେ ଗାଁରେ ଥିବା ମଦ ଦୋକାନକୁ ଭାଙ୍ଗି ଧୂଳିସାତ…

ବୟସର ଅପରାହ୍ନରେ ଛାତ୍ର ପାଲଟିଲେ ୭୫ ବର୍ଷର ବ୍ୟକ୍ତି । ଶିକ୍ଷା ଆହରଣରେ ବୟସ ସାଜିନି ବାଧକ, ଏକାଠି ହେଲେ ୪ ପୀଢିର…

କନକ ବ୍ୟୁରୋ : ପରିଣତ ବୟସରେ ପାଲଟିଲେ ଛାତ୍ର । ଦିନେ କିଏ ଡ଼ାକ୍ତର ଥିଲେ ତ କିଏ ଥିଲେ ଇଂଜିନିୟର । ଆଉ କିଏ କର୍ମମୟ ଜୀବନରେ ଅନେକ ଛାତ୍ରଙ୍କୁ ଗଢି ତୋଳିଛନ୍ତି । ଜ୍ଞାନ ଆହରଣ ପାଇଁ କୌଣସି ବୟସ ସୀମା ନାହିଁ । ସେଥିପାଇଁ ତ ଏବେ ସେମାନେ ଜଣେ ଜଣେ ଛାତ୍ର । ଗୋଟିଏ ହଲରେ ୪ ପୀଢ଼ିର…