Daily Archives

October 24, 2019

୨୦୨୦ ବର୍ଷ ପାଇଁ ଛୁଟି ତାଲିକା : ସରକାରୀ ଚାକିରିଆଙ୍କ ୨୮; ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସନ୍ତାବର୍ଷ ରହିବ ୧୮ଦିନ…

କନକ ବ୍ୟୁରୋ: ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୦ ମସିହା ପାଇଁ ରାଜ୍ୟ ସରକାରଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ଆଗୁଆ ଛୁଟି ତାଲିକା ଦେଖି ସରକାରୀ କର୍ମଚାରୀ ଖୁସି ହେବା ବଦଳରେ ଦୁଃଖୀ ହୋଇଯାଇଛନ୍ତି। କାରଣ ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀଙ୍କର ମୋଟ ଛୁଟିରୁ ୮ଟି…

ଆଉ ଖଟିଆରେ ବୁହା ହେବେନି ରୋଗୀ: କେନ୍ଦୁଝର ଜିଲ୍ଲାର ଅପହଂଚ ଇଲାକାକୁ ଯିବ ବାଇକ୍ ଆମ୍ବୁଲାନ୍ସ; ଚଳିତବର୍ଷ ଶେଷ ସୁଦ୍ଧା…

କନକ ବ୍ୟୁରୋ: ଅପହଞ୍ଚ ଅଞ୍ଚଳର ରୋଗୀଙ୍କୁ ଖଟିଆରେ ବୁହାଇବା ଘଟଣାରେ କେନ୍ଦୁଝର ଜିଲ୍ଲା ବେଶ୍ ବଦନାମ। କିଛି ମାସ ତଳେ ବାଂଶପାଳ ବ୍ଲକର ଛଡ଼ାଡିହି ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନେବା ଘଟଣାରେ ମଧ୍ୟ କେନ୍ଦୁଝର ଜିଲ୍ଲା ପ୍ରଶାସନ ସମାଲୋଚନାର ଶିକାର ହୋଇଥିଲା। ଏହି…

କୃଷକଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ଗହମ, ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ିଲା

କନକ ବ୍ୟୁରୋ : କୃଷକଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି ।  ଗହମ ଓ ଡାଲି ଜାତୀୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରାଯାଇଛି । ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ତରଫରୁ ଏସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ୨୦୨୦-୨୧…

ସୁପ୍ରିମକୋର୍ଟରେ ‘ଆଇନଜୀବୀ’ ଶୁଣାଣି: ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆଜି ପୁଣି ଶୁଣାଣି କରିବେ…

କନକ ବ୍ୟୁରୋ: ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆଜି ପୁଣି ଶୁଣାଣି କରିବେ ସୁପ୍ରିମକୋର୍ଟ । ଓଡିଶା ହାଇକୋର୍ଟର ଆଇନଜୀବୀ ମାନେ ଆନ୍ଦୋଳନରେ ଥିବା ବେଳେ ଏହାକୁ ନେଇ ମଙ୍ଗଳବାର ଉଦବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ନ୍ୟାୟର ମନ୍ଦିର ଖୋଲା ରହିବା ଆବଶ୍ୟକ ବୋଲି ସ୍ପଷ୍ଟ…

ଶବ୍ଦ ପ୍ରଦୂଷଣ ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର କଟକଣା : ରାତି ୧୦ଟା ପରେ ବାଜା, ଡାକବାଜି ଯନ୍ତ୍ର, ଉଚ୍ଚ…

କନକ ବ୍ୟୁରୋ : ପର୍ବପର୍ବାଣି ଓ ଦୀପାବଳିକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶବ୍ଦ ପ୍ରଦୂଷଣ ଉପରେ କଟକଣା ଜାରି କରାଯାଇଛି । ପାର୍ବଣ ସମୟରେ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା‌ ଡାକବାଜି ଯନ୍ତ୍ର, ସଙ୍ଗୀତ ଯନ୍ତ୍ର କିମ୍ବା ଆମ୍ପ୍ଲିଫାୟାର ବ୍ୟବହାର ଦ୍ବାରା ଲୋକଙ୍କ…

ଆଜି ଆସିବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନର ଫଳ: ୮ଟାରୁ ଗଣତି ଆରମ୍ଭ; ସତ ହେବ କି ବୁଥ ବାହୁଡା ମତ?…

କନକ ବ୍ୟୁରୋ: ଆଜି ଆସିବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନର ଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ସମସ୍ତ ଆସନରେ ୧୪ରୁ ୨୦ ଟି ଟେବୁଲରେ ଭୋଟ୍ ଗଣତି ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଗଣତି କେନ୍ଦ୍ରଗୁଡିକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।…