Daily Archives

July 18, 2019

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର: ଏବେ ଅବସର ନେବେନି ଧୋନୀ, ୧୫ ଜଣିଆ ଦଳରେ ରହିବେ ମାହି ହେଲେ ଚୂଡାନ୍ତ ଏକାଦଶରେ…

କନକ ବ୍ୟୁରୋ: ଏବେ ଅବସର ନେବେନି ଧୋନୀ । ଟିମଇଣ୍ଡିଆ ସହିତ ରହିବେ । ୧୫ ଜଣିଆ ଭାରତୀୟ ଦଳରେ ରହିବେ । ହେଲେ ୧୧ ଜଣିଆ ଟିମରେ କିନ୍ତୁ ସ୍ଥାନ ପାଇବେନି । ଏନେଇ ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏପରି ଏକ ଖବର ଧୋନୀଙ୍କ ଫ୍ୟାନଙ୍କ…

ଆସିଲା ପ୍ରଥମ ପର୍ଯ୍ୟାୟ +୩ ମେରିଟ୍ ଲିଷ୍ଟ । ଜାଣନ୍ତୁ କେଉଁ କଲେଜରେ କ’ଣ ରହିଛି କଟଅଫ୍

କନକ ବ୍ୟୁରୋ: ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ତାଲିକା । ଯୁକ୍ତ ୩ ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ କଲେଜରେ ନାମଲେଖ ପାଇଁ ବାହାରିଲା କଟଅଫ୍ ମାର୍କ । ବିଧିବଦ୍ଧଭାେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟରେ ପ୍ରକାଶ ପାଇଲା ତାଲିକା । ପ୍ରଥମ ପର୍ଯ୍ୟାୟ କଟଅଫ୍…

କୁଳଭୂଷଣଙ୍କୁ ନେଇ ଅନ୍ତର୍ଜାତୀୟ କୋର୍ଟର ନିଷ୍ପତ୍ତିକୁ ସ୍ୱାଗତ କଲେ ପାକ୍ ପ୍ରଧାନମନ୍ତ୍ରୀ: ଇମ୍ରାନ କହିଲେ, ମୁକ୍ତ ନ…

କନକ ବ୍ୟୁରୋ: କୁଳଭୂଷଣ ମାମଲାରେ ପାକିସ୍ତାନର ଆଉ ଏକ ଚାଲ୍ । ଅନ୍ତର୍ଜାତୀୟ ଅଦାଲତର ରାୟ ଆସିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିବା ସହ ଇମ୍ରାନ୍ ଆଇସିଜେର ନିଷ୍ପତିକୁ ସ୍ୱାଗତ କରିଥିବା କହିଛନ୍ତି…

କିଏ ହେବ କର୍ଣ୍ଣାଟକର କିଙ୍ଗ୍? ଆଉ କିଛି ସମୟ ପରେ ବିଧାନସଭାରେ ଅସ୍ଥା ଭୋଟ୍ ଲୋଡିବେ କୁମାରସ୍ୱାମୀ ସରକାର

କନକ ବ୍ୟୁରୋ: ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍ । କିଏ ହେବ କର୍ଣ୍ଣାଟକର କିଙ୍ଗ୍ , ତାହା ଆଜି ସ୍ପଷ୍ଟ ହେବ । କର୍ଣ୍ଣାଟକ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ କୁମାରସ୍ୱାମୀ ସରକାର । ୧୫ ବିଦ୍ରୋହୀ ବିଧାୟକଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ବିଦ୍ରୋହୀଙ୍କ ଇସ୍ତଫା…

ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି:୨ ଅଗଷ୍ଟରେ ଖୋଲା କୋର୍ଟରେ ନିୟମିତ ଶୁଣାଣି ସମ୍ପର୍କରେ ହେବ ନିଷ୍ପତ୍ତି

କନକ ବ୍ୟୁରୋ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ମଧ୍ୟସ୍ଥତା କମିଟିର ରିପୋର୍ଟ ଦେଖିବା ପରେ ସୁପ୍ରିମକୋର୍ଟଙ୍କ ସାଂବିଧାନିକ ବେଂଚ , ମଧ୍ୟସ୍ଥତା କମିଟିକୁ ୩୧ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।…

୭୨ ବର୍ଷ ହେଲା ଗୁହାରି ଶୁଣୁନି ପ୍ରଶାସନ : ରାୟଗଡା କଲ୍ୟାଣସିଂପୁର ଅଞ୍ଚଳର ଦୁଇଟି ଗାଁ ଲୋକ ନିର୍ମାଣ କଲେ କାଠ ପୋଲ

କନକ ବ୍ୟୁରୋ : କାଠ ଝୁଲା ପୋଲ ନିର୍ମାଣ କଲେ ଗାଁଲୋକ । ୭୦ ବର୍ଷ ହେବ ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଗତ ୩ବର୍ଷ ହେବ ସେମାନେ ନାଗାବଳୀ ନଦୀରେ କାଠ ପୋଲ ନିର୍ମାଣ କରି ଯାତାୟତ କରୁଥିଲେ । ଶେଷରେ ଅନ୍ୟଉପାୟ ପକାଇ ୭୦ ଗାଁର ଲୋକ ତିଆରି କଲେ କାଠ ଝୁଲା ପୋଲ…