Daily Archives

May 15, 2019

ଗଣମାଧ୍ୟମ ସାମ୍ନାରେ ମୋଦି ପ୍ରକାଶ କଲେ ନିଜ ଜାତି ! ବିପକ୍ଷଙ୍କୁ ଦେଲେ ଏଭଳି ଯବାବ୍

ଏକ ଗଣମାଧ୍ୟମକୁ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟଣାର ପାଟଳିପୁତ୍ରରେ ତାଙ୍କ ଜାତି ଉପରେ ନେଇ ହୋଇଥିବା ପ୍ରଶ୍ନର ସିଧା ଜବାବ୍ ଦେଇଛନ୍ତି । ପିଏମ୍ ମୋଦି କହିଛନ୍ତି ମୁଁ ଗରିବ ଜାତିରୁ ଆସିଛି ଏବଂ ପ୍ରତି ଗରିବ ମୋ ଜାତି ଅଟନ୍ତି । ମୋଦି କହିଥିଲେ ଗୁଜୁରାଟରେ କେହି ମୋତେ ମୋ…

ମୋଦିଙ୍କୁ ରୋକିବା ପାଇଁ ଅଂଟା ଭିଡ଼ିଲେଣି ବିରୋଧୀ : ମେ ୨୩ରେ ଅଣ ଏନଡିଏ ଦଳଙ୍କ ବୈଠକ ଡାକିଲେ ସୋନିଆ ଗାନ୍ଧୀ,…

କନକ ବ୍ୟୁରୋ : ମେ ୨୩ରେ ଆସିବ ୨୦୧୯ ମହାଯୁଦ୍ଧର ଫଳାଫଳ । ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ରହିଛି ମତଦାନ । ଆଉ ରେଜଲ୍ଟ ଆସିବା ପୂର୍ବରୁ ରାଜନୈତକ ବାତବାରଣ ସରଗରମ ହୋଇଛି । ଉଭୟ କଂଗ୍ରେସ ଓ ବିଜେପି ଅଣ-ଏନଡିଏ ଦଳକୁ ନିଜ ଆଡକୁ…

ଫୋନି ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମର ଅନୁଧ୍ୟାନ ଶେଷ । ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲା ଦଳ

କନକ ବ୍ୟୁରୋ: ଦୁଇ ଦିନ ଧରି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ । ୨ ଦିନ ଧରି କେନ୍ଦ୍ରୀୟ ଟିମ ସ୍ଥିତି ଅନୁଧ୍ୟାନ କରିଥିଲେ । ଚଳିତ ମାସ ଶେଷ ସୁଦ୍ଧା ଦାବି ପତ୍ର ଦିଆଯିବ । ପ୍ରାଥମିକ ଅନୁଧ୍ୟାନ…

କଲିକତା ରୋଡ୍ ଶୋ’ ହିଂସା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ କହିଲେ ସିଆରପିଏଫ୍ ନଥିଲେ ମୁଁ ସେଠାରୁ ଜୀବିତ…

କଲିକତା ରୋଡ୍ ଶୋ’ରେ ହୋଇଥିବା ହିଂସାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ତୃଣମୁଳ କଂଗ୍ରେସ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପଲଟା ଆକ୍ରମଣ କରିଛନ୍ତି । ଅମିତ୍ ଶାହ କହିଥିଲେ ହିଂସାର ଖବର ସକାଳୁ ହିଁ ଆମେ ପାଇଥିଲୁ କିନ୍ତୁ ପୋଲିସ୍ ଏନେଇ କୌଣସି ପଦକ୍ଷେପ…

ଥାନା ବାହାରେ ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ପ୍ରହଲ୍ଲାଦ ମୋଦି, ଜାଣନ୍ତୁ କ’ଣ ଥିଲା ମାମଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହଲ୍ଲାଦ ମୋଦି ମଙ୍ଗଳବାର ଦିନ ପାଖାପାଖି ୪ ଘଂଟା ପର୍ଯ୍ୟନ୍ତ ପୁଲିସ ଥାନା ସାମନାରେ ଧାରଣାରେ ବସିଥିଲେ । ସୂଚନାଯୋଗ୍ୟ, ପ୍ରହଲ୍ଲାଦ ସଡକ ମାର୍ଗରେ ଅହମଦାବାଦରୁ ହରିଦ୍ୱାର ଯାଉଥିଲେ । ଆଜମେରରୁ ଜୟପୁର ଆଡକୁ ଅଗ୍ରସର ହେବାବେଳେ ତାଙ୍କୁ ପୁଲିସ…

ମୋଦିଙ୍କ ପରେ ନବୀନଙ୍କୁ ଶାହାଙ୍କ ପ୍ରଶଂସା । ମମତାଙ୍କୁ ଟାର୍ଗେଟ କରି କହିଲେ, ଓଡିଶାରେ ବିଜେଡି ଶାସନକାଳରେ ହେଉନିି…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଅମିତ୍ ଶାହା । ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନୀ ହିଂସାକୁ ନେଇ ପ୍ରେସମିଟ୍ କରିବା ଅବସରରେ ନବୀନଙ୍କ ଶାସନକୁ ପ୍ରଶଂସା କରିଛନ୍ତି ଶାହା । ସେ କହିଛନ୍ତି ପଶ୍ଚିମବଙ୍ଗର ପଡୋଶୀ ରାଜ୍ୟ ଓଡିଶାରେ…