Daily Archives

May 15, 2019

କୋଲକାତା ରୋଡ ସୋ’ରେ ହିଂସାକାଣ୍ଡ ଘଟଣାକୁ ନେଇ ତେଜିଲା ରାଜନୀତି : କୋଲକାତାରେ ଟିଏମସି ଓ ବାମପନ୍ଥୀ ଦଳ, ଦିଲ୍ଲୀରେ…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ହାୱଡାରେ ବିକ୍ଷୋଭ ପ୍ରଦର୍ଶନ କରିଛି ତୃଣମୂଳ କଂଗ୍ରେସ । ଗତକାଲିର ହିଂସା ଘଟଣାକୁ ନେଇ ଟିଏମସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହ ଶହ ଟିଏମସି ସମର୍ଥକ ରାଜରାସ୍ତାକୁ ଓହ୍ଲାଇ ବିଜେପି ବିରୋଧରେ ନାରା ଦେଉଥିବା ଦେଖିବାକୁ ମିଳିଛି । ସେହିପରି ବିଜେପି…

କ୍ରିକେଟ୍ ମହାକୁମ୍ଭ ! ଭାରତ ଖେଳିଥିଲା ବିଶ୍ୱକପ୍ ଇତିହାସର ପ୍ରଥମ ମ୍ୟାଚ୍ ।

କନକ ବ୍ୟୁରୋ : ପାଖଉଛି ବିଶ୍ୱକପ, ବଢୁଛି ଉତ୍କଣ୍ଠା । ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ । କ୍ରିକେଟରେ ବିଶ୍ୱ ଚାମ୍ପିୟନସିପର ଆରମ୍ଭ ୧୯୧୨ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ-ଆଫ୍ରିକା ଦ୍ୱାରା କରାଯାଇଥିଲା । କିନ୍ତୁ ଏହା ପରେ ୧୯୭୫ରେ ଟେଷ୍ଟ କ୍ରିକେଟ୍ ଖେଳୁଥିବା…

ମମତା ମିମ୍ କେସ୍ : ଜେଲରୁ ମୁକ୍ତ ହେବା ପରେ ପ୍ରିୟଙ୍କା ଶର୍ମା ହେଲେ ଶକ୍ତ ! କହିଲେ ମୁଁ ଲଢିବି କିନ୍ତୁ କ୍ଷମା…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରି ଗିରଫ ହୋଇଥିବା ବିଜେପିର ୟୁଥ୍ ୱିଙ୍ଗ୍ ମହିଳା କାର୍ଯ୍ୟକର୍ତ୍ତା ପ୍ରିୟଙ୍କା ଶର୍ମାଙ୍କୁ ପୋଲିସ୍ ଗିରଫ କରିଥିଲା । ପ୍ରିୟଙ୍କାଙ୍କୁ ତକ୍ରାଳ ନ ଛାଡିବା ଦ୍ୱାରା…

ପଶ୍ଚିମବଙ୍ଗରେ ଦିଦିଙ୍କୁ ଘେରିଲେ ଯୋଗୀ ଆଦିତ୍ୟନାଥ : ନିର୍ବାଚନୀ ସଭାରେ କହିଲେ, ମମତା ସରକାରଙ୍କ ଅନ୍ତିମ ସମୟ ଘନେଇ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ମୁହାଁମୁହିଁ ହୋଇଛି ଲଢେଇ । ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ହେବାକୁ ଥିବା ୯ଟି ଲୋକସଭା ଆସନ ପାଇଁ ବିଜେପି ପୁରା ଦମ୍ ଲଗାଇଦେଇଥିବା ବେଳେ ମମତା ବାନାର୍ଜି ମଧ୍ୟ ଲାଗିପଡିଛନ୍ତି ବିଜେପିକୁ ରୋକିବା ପାଇଁ । ଗତକାଲିର ହିଂସା ଓ ଆଜି …

କ୍ରେଡିଟ କାର୍ଡ ଲଞ୍ଚ କଲା ପେଟିଏମ । ପ୍ରତି ସପିଂରେ ଗ୍ରାହକଙ୍କୁ ମିଳିବ କ୍ୟାସବ୍ୟାକ୍

ପେଟିଏମ ନୂଆ ଧରଣର କ୍ରେଡିଟ କାର୍ଡ ଲଞ୍ଚ କରିଛି । ସିଟି ବ୍ୟାଙ୍କକୁ ପାର୍ଟନର କରି ଏହି ନୂଆ କେଡ୍ରିଟ କାର୍ଡ ଲଞ୍ଚ କରିଛି ପେଟିଏମ । ଯେଉଁଥିରେ ଗ୍ରାହକଙ୍କୁ ସପିଂ ସହ ଅନେକ ଅଫର ଦିଆଯିବ । ତେବେ ଏହି କାର୍ଡ ପାଇଁ ଗ୍ରାହକଙ୍କୁ ବାର୍ଷିକ ୫୦୦ ଟଙ୍କା ଦେବାକୁ ପଡିବ । କିନ୍ତୁ ବର୍ଷକୁ ୫୦୦୦୦…

ଚୋରି କରିବାକୁ ଆସିଥିଲେ । ନିସ୍ତୁକ ମାଡ ଖାଇଲେ, ନଣ୍ଡା ବି ହେଲେ

କନକ ବ୍ୟୁରୋ : ଜଗନାଥପ୍ରସାଦ ବ୍ଲକ କାଦୁଆ ପଂଚାୟତର ଯୋଡ଼ାବନ୍ଧା ଗ୍ରାମକୁ ଚୋରି କରିବାକୁ ଆସି ହଟହଟା ହେଲେ ୪ ଚୋର ।  ଏହି ଚୋରମାନଙ୍କୁ ଗ୍ରାମବାସୀ ଧରିବା ସହ ନିସ୍ତୁକ ମାଡ ମାରିଛନ୍ତି  । କଥା ଏତିକିରେ ସରି ନ ଥିଲା ବରଂ ହାତରେ ଦଉଡି ବାନ୍ଧି ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ ।…