Daily Archives

March 8, 2019

କେନ୍ଦ୍ରାପଡାର ନିଆରା ବାହାଘର । ନଥିଲା ବାଣବାଜା କି ରୋଶଣୀ । ଚାଲିଚାଲି ଆସି ବିବାହ କଲେ ଯୁବକ

କନକ ବ୍ୟୁରୋ: କେନ୍ଦ୍ରାପଡାର ନିଆରା ବାହାଘର । ନଥିଲା ବାଣବାଜା କି ରୋଶଣୀ । ଚାଲିଚାଲି ଆସି ବିବାହ କଲେ ଯୁବକ । ପରିବେଶ ସନ୍ତୁଳତନର ବାର୍ତା ଦେଇ ଓ ଚାରା ଗଛ ବାଂଟି ବିବାହ କଲେ କେନ୍ଦ୍ରାପଡାର ସଂଜୟ ନାୟକ । ଏହାକୁ ନିଆରା ବିବାହ ଉତ୍ସବକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ପରିବେଶ…

ରାଜନୈତିକ ଦଳର ପ୍ରଚାର ପାଇଁ ସାର୍ବଜନିକ ସ୍ଥଳକୁ ବିକୃତ କରାଯିବାର ଅନୁମତି ଦିଆଯିବ ନାହିଁ : ସୁପ୍ରିମକୋର୍ଟ

ଶୁକ୍ରବାର ଉଚ୍ଚତମ ନ୍ୟାୟାଳୟ ତରଫରୁ ତାମିଲନାଡୁ ସରକାରଙ୍କୁ କୁହାଯାଇଛି ଯେ ରାଜନୈତିକ ଦଳର ପ୍ରଚାର ପାଇଁ ସାର୍ବଜନିକ ସ୍ଥଳକୁ ବିକୃତ କରିବାର ଅନୁମତି ଦିଆଯାଇପାରିବ ନାହିଁ । ପ୍ରଧାନ ନ୍ୟାୟାଧିଶ ରଂଜନ ଗାଗୋଇ , ନ୍ୟାୟମୂର୍ତ୍ତି ଏସ୍ ଅବଦୁଲ୍ ନଜୀର ଏବଂ ନ୍ୟାୟମୂର୍ତ୍ତି ସଂଜୀବ ଖାନ୍ନାଙ୍କ…

ସୁପ୍ରିମକୋର୍ଟ ନେଲେ ବଡ ନିଷ୍ପତି ! ଅଯୋଧ୍ୟା ବିବାଦ ମାମଲାରେ ହେବ ମଧ୍ୟସ୍ଥତା, ପ୍ୟାନେଲ୍ ରହିଛି ଏହି ତ୍ରି-ସଦସ୍ୟଙ୍କ…

ଅଯୋଧ୍ୟା ବିବାଦକୁ ଫଳାଫଳ ବାହାର କରିବା ପାଇଁ ଶେଷରେ ମଧ୍ୟସ୍ଥତାର ରାସ୍ତାକୁ ଆପଣାଯାଇଛି । ସୁପ୍ରିମକୋର୍ଟର ୫ ଜଣିଆ ଜଜ୍ ସାମ୍ବିଧାନିକ ବେଞ୍ଚ୍ ଶୁକ୍ରବାର ରାମ ଜନ୍ମଭୂମି – ବାବରୀ ମସଜିଦ୍ ଜମି ବିବାଦରେ ସମାଧାନ କରିବା ପାଇଁ ଏକ ବଡ ନିଷ୍ପତି ନେଇଛନ୍ତି । ଏହି କଥାରୁ ଜଣାପଡୁଛି କି…

ଦୁର୍ଘଟଣାର ଶିକାର ହେଲା ବାୟୁସେନାର ଲଢ଼ୁଆ ବିମାନ ମିଗ-୨୧ : ଅଳ୍ପକେ ବର୍ତ୍ତିଲେ ପାଇଲଟ୍

କନକ ବ୍ୟୁରୋ: ରାଜସ୍ଥାନର ବିକାନେରଠାରେ ଏକ ମିଗ୍‌-୨୧ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ମଧ୍ୟାହ୍ନରେ ଏହି ଘଟଣା ଘଟିଥିବା ବେଳେ ବିମାନ ଚଳାଉ ଥିବା ଜଣେ ପାଇଲଟ୍‌ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିବା ଜଣାପଡ଼ିଛି । ସୂଚନା ମୁତାବକ, ବିମାନଟି ନିୟମିତ ଅଭ୍ୟାସ…

ଭୋଟ ହାତେଇବାକୁ ରାହୁଲଙ୍କ ମହିଳା କାର୍ଡ । ଜୟପୁରରୁ ଦେଲେ ଅଜଗ୍ର ପ୍ରତିଶ୍ରୃତି। କହିଲେ, କଂଗ୍ରେସ ଶାସନରେ ଆସିଲେ…

କୋରାପୁଟ ଜୟପୁର ଗସ୍ତରେ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜୟପୁରରେ ଆୟୋଜିତ ମହିଳା ସମାବେଶରେ ସାମିଲ ହେବା ପରେ ଦଳୀୟ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ରାହୁଲ । ଜୟପୁର ଏକମ୍ବାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶ ସାଧାରଣ ସଭାକୁ ଉଦ୍ବୋଧନ ଦେଇ ନବୀନ…

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ଓଡ଼ିଶାରେ ରେଳ ଟିକେଟକୁ ଓଡ଼ିଆ ଭାଷାରେ ଛାପିବାକୁ ଅନୁରୋଧ ।

କନକ ବ୍ୟୁରୋ: ଓଡିଶାରେ ରେଳ ଟିକେଟକୁ ଆଂଚଳିକ ଓଡିଆ ଭାଷାରେ ଛାପିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାରେ…