Daily Archives

July 9, 2018

ରଥଯାତ୍ରାରେ ଦାନ ଓ ଦକ୍ଷିଣା ନେଇ ପାରିବେନି ସେବାୟତ, ପ୍ରତି ରଥ ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ହୁଣ୍ଡି ।…

କନକ ବ୍ୟୁରୋ : ରଥଯାତ୍ରାରେ ଦାନ ନେଇପାରିବେ ନାହିଁ ସେବାୟତ । ଭକ୍ତଙ୍କ ସୁବିଧା ପାଇଁ ରଥରେ ଏବଂ ଗୁଣ୍ଡିଚା ମନ୍ଦିରରେ ପ୍ରଶାସନ ପକ୍ଷରୁ ହୁଣ୍ଡି ଲାଗିବ । ଭକ୍ତମାନେ ଏହି ହୁଣ୍ଡିରେ ହିଁ ଦାନ ରାଶି ଦେବେ । ଶ୍ରୀମନ୍ଦିରରେ ଯେମିତି ଦାନଦକ୍ଷିଣା ଉପରେ କଟକଣା ରଖାଯାଇଛି ଠିକ୍ ଅନୁରୁପ…

ବାଜା ନାହିଁ କି ବାଣ ନାହିଁ, ବେଦ ପାଠ ପଢି କନିଆ ଘରେ ପହଞ୍ଚିଲା ବର ! ପାଟକୁରାର ନିଆରା ବାହଘର ।

କନକ ବ୍ୟୁରୋ : ଆଜିକାଲି ବାହାଘରରେ ବାଜା, ବାଣ, ରୋସଣିରେ ପୁଳାପୁଳା ଟଙ୍କା ଖର୍ଚ୍ଚ ହେଉଥିବାବେଳେ କେନ୍ଦ୍ରାପଡା ପାଟକୁରାରୁ ଏହି ଘଟଣା ଅନେକ ଯୁବକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । କାରଣ ଏହି ବାହାଘର ଶୋଭାଯାତ୍ରାରେ, ଡିଜେ ସାଉଣ୍ଡରେ ମାତାଲ ଯୁବକଙ୍କ ନାଚର ଦୃଶ୍ୟ ନାହିଁ । ବରଂ…

ଦୁଷ୍କର୍ମକାରୀଙ୍କୁ ଦୟା ନାହିଁ । ନିର୍ଭୟା ଗଣଦୁର୍ଷ୍କମ ମାମଲାରେ ୩ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କାଏମ, ପୁନଃ ବିଚାର…

କନକ ବ୍ୟୁରୋ : ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ, ଯେଉଁ ଭଳି ଏକ ନିଷ୍ପତିକୁ ଆଜି ସାରା ଦେଶ ଅପେକ୍ଷା କରି ରହିଥିଲା, ଠିକ୍ ଅନୁରୂପ ଢ଼ଙ୍ଗରେ ସୁପ୍ରିମକୋର୍ଟରୁ ଖବର ଆସିଛି । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ହୋଇଥିବା ପୁନଃ ଆବେଦନକୁ ଖାରଜ…

କାନ୍ଦିଲା ଗ୍ୟାଙ୍ଗଷ୍ଟାର ଟିଟୋ । ପଶ୍ଚାତାପ ନୁହେଁ ବରଂ ଭେଳିକି ଲୁହରେ ଭିଜିଲା ଆଖି ।

କନକ ବ୍ୟୁରୋ : ଡନ୍ ଆଖିରେ ଲୁହ । ଅପରାଧ ଜଗତର ସବୁଠୁ ଚର୍ଚ୍ଚିତ ଚେହେରା ଗ୍ୟାଙ୍ଗଷ୍ଟାର ଟିଟୋ ଆଖିରେ ଝରି ଆସିଥିବା ଲୁହ ପଶ୍ଚାତାପର ନୁହେଁ ବରଂ ଏସଟିଏଫ୍ ଆଖିରେ ଧୁଳି ଦେଇ ଅନୁସନ୍ଧାନକୁ ବାଟବଣା କରିବା । ହେଲେ ଟିଟୋର ଏହି ଅଭିନୟ ତଦନ୍ତ ଅଧିକାରୀଙ୍କ ଉପରେ କୌଣସି ପ୍ରଭାବ ପକାଇ…

ବୁଲେଟ ଟ୍ରେନକୁ ନେଇ ମୋଦିଙ୍କୁ ଆଉ ଏକ ଝଟକା ! ପ୍ରକଳ୍ପ ବିରୋଧରେ ମୁମ୍ବାଇ ହାଇକୋର୍ଟରେ ଗୋଦରେଜ୍ କମ୍ପାନୀ ।

ବୁଲେଟ ଟ୍ରେନ ପ୍ରକଳ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲାଗିଛି ଆଉ ଏକ ଝଟକା । ମୋଦିଙ୍କ ଉଚ୍ଚାଭିଳାଷୀ ମୁମ୍ବାଇ- ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପ ଆଗରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଦେଖାଦେଉଛି । ପ୍ରଥମେ ଦେଖାଦେଇଥିବା ଚାଷୀମାନଙ୍କ ବିରୋଧ ସମସ୍ୟାର ସମାଧାନ…

ଗୁଗୁଲ ଭଳି କମ୍ପାନିରୁ ଉଚ୍ଚ ବେତନର ଚାକିରି ଛାଡ଼ି ଚାଷ କ୍ଷେତକୁ ଓହ୍ଳାଇଲେ ଇଞ୍ଜିନିୟର ନାଗା ! ଏବେ ବାର୍ଷିକ ୧୮ କୋଟି…

ପ୍ରତି ଇଞ୍ଚିନିୟରଙ୍କ ଇଚ୍ଛା ଥାଏ ବଡ କମ୍ପାନି ଯେପରିକି ଗୁଗୁଲ, ମାଇକ୍ରୋସଫ୍ଟ, ଆପଲ ଭଳି କମ୍ପାନିରେ କାମ ଚାକିରି କରିବା ପାଇଁ । ଯାହାକୁ ଏହିସବୁ କମ୍ପାନିରେ ଚାକିରି ମିଳିଥାଏ ସେ କେବେ ଚାକିରି ଛାଡିବା କଥା ସ୍ୱପ୍ନରେ ସୁଦ୍ଧା ଭାବି ନଥାଏ । କିନ୍ତୁ ଏ କ୍ଷେତ୍ରରେ ବ୍ୟତିିକ୍ରମ…