Daily Archives

June 30, 2018

କର୍ଣ୍ଣାଟକରେ ସରକାର ଗଢିବା ଆଶାରେ ଭାରତୀୟ ଜନତାପାର୍ଟି ! ୟେଦୁରପ୍ପା କହିଲେ ବଜେଟ ଆସିବା ପର୍ଯ୍ୟନ୍ତ କରିବୁ ଅପେକ୍ଷା…

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବା ପରେ ଜେଡିଏସ ଦଳ ଭିତରେ ଥମିବାରେ ନା ଧରୁନି କନ୍ଦଳ । ସମସ୍ତେ କ୍ଷମତା ପାଇଁ ବିକଳ । ଯାହାକୁ କ୍ଷମତା ନ ମିଳିଛି ସେ ଦଳରୁ ବାହାରି ଯିବା ଲାଗି ଧମକ ମଧ୍ୟ ଦେଉଛନ୍ତି ବୋଲି ଚର୍ଚ୍ଚା…

ପୁଣି ଚର୍ଚ୍ଚାରେ କରାଚୀ ପତ୍ରକାର ଚାନ୍ଦ୍ ନୱାବ୍ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ରିପୋଟିଙ୍ଗ୍ ଭିଡିଓ ।

ପାକିସ୍ଥାନୀ ପତ୍ରକାର ଚାନ୍ଦ୍ ନୱାବ୍ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଆପଣଙ୍କ ମନେଥିବ ସଲମାନ ଖାନ୍ ଅଭିନୀତ ବଲିଉଡ୍ ସିନେମା “ବଜରଙ୍ଗୀ ଭାଇଜାନ୍”ରେ ନୱାଜୁଦ୍ଦିନ୍ ସିଦ୍ଦକି ଏହି ରିପୋର୍ଟରଙ୍କ ଚର୍ଚ୍ଚିତ ଏକ ଭିଡିଓର ସିନକୁ ସୁଟ୍ କରି ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ । ଆପଣ…

ପୁଣି ଫେରିଲା ଗୁମୁଡୁମାହା ଗୁଳିକାଣ୍ଡ ଘଟଣା ! ଗୁମୁଡୁମାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ…

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଗୁଳିକାଣ୍ଡ ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ଘଟଣାର ଦୁଇ ବର୍ଷ ପୁରିବାକୁ ବସିଛି ହେଲେ…

ବିଜେପି ଫୋକସରେ ଓଡିଶା ! ଆସନ୍ତା କାଲି ଆସୁଛନ୍ତି ଅମିତ ଶାହା, ମିଶନ ୧୨୦ର ସମୀକ୍ଷା କରିବେ ବିଜେପି ରାଷ୍ଟ୍ରୀୟ…

କନକ ବ୍ୟୁରୋ: ବିଜେପି ଜାତୀୟ ସଭାପତି ଅମିତ ଶାହ ଙ୍କ ଓଡିଶା ରଣନୀତି । କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ । କାଲି ସେ ୨ଟି ପର୍ପ୍ୟାୟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ରାଜ୍ୟ ଅଫିସରେ ୨ଟି ବୈଠକ ହେବା ସହ ୩ଟି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୧…

ଏଭଳି ଏକ ମନ୍ଦିର ଯେଉଁଠି ପ୍ରବେଶ କରିବାକୁ ହେଲେ ପୁରୁଷ ଧାରଣ କରନ୍ତି ନାରୀବେଶ! ଜାଣନ୍ତୁ କେଉଁଠି ?

ଭାରତ ବ୍ୟତୀତ ଦୁନିଆରେ ଏମିତି କେତେକ ମନ୍ଦିର ଓ ପବିତ୍ର ସ୍ଥାନ ଅଛି ଯେଉଁଠାରେ ମହିଳାଙ୍କ ପ୍ରବେଶ ଉପରେ ଅଙ୍କୁଶ ଲାଗିଥାଏ। ଆପଣ ଜାଣନ୍ତି, ଭାରତରେ ଏକ ଏମିତି ମନ୍ଦିର ଅଛି ଯେଉଁଠାରେ ପୁରୁଷଙ୍କ ପ୍ରବେଶ ନିଷେଧ ରହିଛି। ଯଦି କୌଣସି ପୁରୁଷ ଏହି ମନ୍ଦିରକୁ ଯିବାକୁ ଚାହାନ୍ତି ତେବେ…

ସରକାରୀ ଚାକିରି ଅଫର ! ସପ୍ତମରୁ ଗ୍ରାଜୁଏସନ ଧାରୀଙ୍କୁ ମିଳିବ ସୁଯୋଗ, ଜାଣନ୍ତୁ କେଉଁଠି ଓ କିଭଳି କରିବେ ଆବେଦନ

ଯଦି ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ସାରା ଦେଶର ବିଭିନ୍ନ ସରକାରୀ ବିଭାଗରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ... • ଲକ୍ଷାଦ୍ୱୀପ ଡେଭଲପମେଂଟ…