Daily Archives

June 30, 2018

ପୁଣି ଭାରତ-ଚୀନ୍ ସୀମାରେ ଉତ୍ତେଜନା ! ଡୋକଲାମ୍ ପରେ ତିଦ୍ଦତରେ ପ୍ରଥମ ଥର ପାଇଁ ଯୁଦ୍ଧାଭ୍ୟାସ କଲା ପିପୁଲ୍ସ ଲିବରେସନ୍…

କନକ ବ୍ୟୁରୋ: ଡୋକଲାମ ବିବାବ ପରେ କିଛି ଦିନ ଶାନ୍ତ ପଡିବା ପରେ ପୁଣି ଭାରତ-ଚୀନ୍ ସୀମାରେ ଦେଖାଦେଇଛି ଉତେଜନା । ତିବ୍ଦତରେ ନିୟୋଜିତ ଚୀନ ସେନା ହିମାଳୟ କ୍ଷେତ୍ରରେ ଯୁଦ୍ଧାଭ୍ୟାସ ଏହି ଉତେଜନା ସୃଷ୍ଟି କରିଛି । ଯୁଦ୍ଧ ପରିସ୍ଥିତିରେ କିଭିଳି ବିଭିନ୍ନ ଉପକରଣ ସେହି ଅଂଚଳକୁ ଆସିପାରିବ ଏବଂ…

କାଶ୍ମୀରରେ ପ୍ରବଳ ବର୍ଷା ହେବାରୁ ଅମରନାଥ ଯାତ୍ରାକୁ କିଛି ଦିନ ଲାଗି ବନ୍ଦ କରିବା ପାଇଁ ନିଷ୍ପତ୍ତି ! ପାଗ ବଦଳିଲେ…

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ମୈାସୁମୀ ଜନିତ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅମରନାଥ ଯାତ୍ରାରେ ଥିବା ଭକ୍ତଙ୍କୁ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଅମରନାଥ ରାସ୍ତାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି । ୨୮ ଜୁନ…

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ ! ଜାଣନ୍ତୁ, କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର ପିଣ୍ଡିରେ ଘନ ଅନ୍ଧକାର ଭିତରେ କିଭଳି…

କନକ ବ୍ୟୁରୋ: ସୁନା କୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ । ଅସୁସ୍ଥତା ଯୋଗୁ ଅଣସର ବାସରେ ରହିଛନ୍ତି ଶ୍ରୀବିଗ୍ରହ। ବିଳମ୍ବିତ ରାତିରେ ସ୍ନାନବେଦିରୁ ବାହୁଡ଼ା ପହଣ୍ଡିରେ ଯିବା ବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର। କେବଳ ଏକ ଦୀପକୁ ଛାଡ଼ିଦେଲେ…

ରଥଖଳାରେ ଚାଲିଛି ରଥ ନିର୍ମାଣ: ପ୍ରଭା, ସିଂହାସନ କାମ ଆରମ୍ଭ

କନକ ବ୍ୟୁରୋ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଗତକାଲି ରଥର ଶେଷ କାମ ପ୍ରଭା ଓ ସିଂହାସନ କାମ ଆରମ୍ଭ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ମିଳିତ ଭାବେ ଗତକାଲି ଏହି କାମକୁ ଆଗେଇ ନେଇଛନ୍ତି। ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ପ୍ରଭାର…

ମେସେଞ୍ଜର ବ୍ୟବହାର କରିବାକୁ ଇଚ୍ଛା କିନ୍ତୁ ଫେସବୁକ୍ ଆକାଉଣ୍ଟକୁ କରିଛନ୍ତି ଡିଲିଟ୍ …କେମିତି କରିବେ…

ଆପଣ ଆପଣଙ୍କ ଫେସବୁକ୍ ଅକାଉଂଟ ଡିଆକ୍ଟିଭେଟ୍ କରିଦେଇଛନ୍ତି କି ? ମେସେଞ୍ଜର ବ୍ୟବହାର କରିବା ପାଇଁ ପୁଣି ଥରେ ଫେସବୁକକୁ ସକ୍ରିୟ କରିବା ପାଇଁ ଚାହୁଁଛନ୍ତି, ତେବେ ଏପରି କିଛି କରିବା ପାଇଁ ପଡ଼ିବ ନାହିଁ । ଫେସବୁକ ଡିଆକ୍ଟିଭେଟ୍ ଥାଇ ମଧ୍ୟ ଆପଣ ମେସେଞ୍ଜରର ବ୍ୟବହାର କରିପାରିବେ । ତେବେ ଏହା…