Daily Archives

June 13, 2018

ଗିରଫ ହେଲେ ଅଭିନେତା ଅରମାନ୍ କୋହଲି ! ଗାର୍ଲଫ୍ରେଣ୍ଡକୁ ମାରି ହୋଇଥିଲେ ଫେରାର୍ । 

ବଲିଉଡ ଅଭିନେତା ଅରମାନ କୋହଲିଙ୍କ ଉପରେ ତାଙ୍କ ଗର୍ଲଫ୍ରେଣ୍ଡ ନୀରୁ ରନ୍ଧାୱାଙ୍କୁ ମାରପିଟ କରୁଥିବାର ଆରୋପ ଲାଗିଥିଲା । ଏହା ପରେ କେତେ ଦିନ ହେବ ଅରବାନ ଫେରାର ଥିଲେ । ପୋଲିସ ମଙ୍ଗଳବାର ଦିନ ତାଙ୍କୁ ଗିରଫ କରିଛି । ରିପୋର୍ଟ ଅନୁସାରେ ଅରମାନ ତାଙ୍କ ସାଙ୍ଗ ବାବାଙ୍କ ଲୋନାବାଲା ସ୍ଥିତ…

ଘରକୁ ଫେରିବେ ବାଜପେୟୀ ! ଦୁଇ ଦିନର ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଦିଲ୍ଲୀ ଏମ୍ସ ପକ୍ଷରୁ…

କନକ ବ୍ୟୁରୋ: ଖୁବ୍ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି । ତେଣୁ ଆଜି କିମ୍ବା ଆସନ୍ତାକାଲି ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଏମ୍ସ ପକ୍ଷରୁ…

କୌଣସି ଘରୋଇ ସଂସ୍ଥାରେ ଚାକିରି କରିଛନ୍ତି କି? ତେବେ ତୁରନ୍ତୁ କରନ୍ତୁ ଏହି କାମ , ନଚେତ୍ ଅସୁବିଧାରେ ପଡିପାରନ୍ତି ଆପଣ

ଯେତେବେଳେ ବି ଆମେ କୌଣସି ସ୍ଥାନକୁ ଚାକିରି ପାଇଁ ଯାଉଛନ୍ତି ସେତେବେଳେ ସର୍ବପ୍ରଥମ ଆମ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରିଥାଏ କି ଦରମା କେତେ ମିଳିବ । ପାଠପାଢା ଶେଷ ହେବା ପରେ ଓ ଚାକିରି ମିଳିବା ପରେ ଯୁବା ପ୍ରଥମ ଦରମା ପାଇବା କ୍ଷଣି ଖୁସିରେ ପାଗଳ ହୋଇଯାଆନ୍ତି । ଅଧିକାଂଶ ସମୟରେ ସେମାନେ…

ବିଏମଡବ୍ଲୁରେ ସମାଧି ! ପୁଅ ଜୀବିତ ଅବସ୍ଥାରେ ପିତାଙ୍କୁ ବିଏମଡବ୍ଲୁରେ ବସାଇ ପାରିନଥିଲେ ତେଣୁ ମୃତ୍ୟୁ ପରେ ଉଠାଇଲେ…

ସନ୍ତାନଙ୍କ ପାଇଁ ବାପା ମା’ ହେଉଛନ୍ତି ଚଳନ୍ତା ଠାକୁର । କିନ୍ତୁ କିଛି ମନ୍ଦବୁଦ୍ଧି ସନ୍ତାନ ନିଜ ପିତାମାତାଙ୍କ ବାର୍ଦ୍ଧକ୍ୟ ସମୟରେ ସେମାନଙ୍କୁ ମାନସିକ ସହ ଶାରୀରିକ କଷ୍ଟ ମଧ୍ୟ ଦେଇଥାନ୍ତି । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିଜ ପିତାମାତାଙ୍କ ପାଇଁ ବଡରୁ ବଡ ତ୍ୟାଗ…

ଆବଶ୍ୟକତା ଠାରୁ ଅଧିକ ଶୋଉଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ : ହୋଇପାରେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା

ଆମେ ସମସ୍ତେ ଜାଣିଛେ ନିଜକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ନିଦ ଆବଶ୍ୟକ । କିନ୍ତୁ ସେଇଠି କିଛି ଲୋକ ଭାବନ୍ତି କି ସେମାନେ ଯେତେ ଅଧିକ ଶୋଇବେ, ତାଙ୍କ ସ୍ୱାସ୍ଥ୍ୟ ସେତେ ଭଲ ହେବ । ଯଦି ଆପଣ ବି ସେମିତି ଚିନ୍ତାଧାରା ରଖୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ । ଆବଶ୍ୟକତା ଠାରୁ…

ବିଚାରପତି କହିଲେ, “ଅଳିଆ ଉଠାଇବନି ତ ମୁଁ ବି ଏଠାରୁ ଉଠିବି ନାହିଁ ।”ଆଉ ତାପରେ ଯାହା ହେଲା ତାହା ସମସ୍ତଙ୍କୁ…

ସ୍ୱଚ୍ଛ ଭାରତ ଅଭିଯାନ ନେଇ କେବଳ କଥା କହିଲେ ହେବ ନାର୍ହିଁ। ଏଥିପାଇଁ ନିଜ ଭିତରେ ଆନ୍ତରିକତା ରହିବା ଉଚିତ। ଆଉ ଏପରି କରି ଦେଖାଇଛନ୍ତି କେରଳର ଏର୍ଣ୍ଣାକୁଳମ ସହରର ଜଣେ ସବ୍ ଜଜ୍। ଅଳିଆ ନ ଉଠିବା ପ୍ରତିବାଦରେ ଅଳିଆଗଦା ନିକଟରେ ଚେୟାର ପକାଇ ବସି ରହିବାରୁ ଶେଷରେ ପୌର କର୍ତ୍ତୃପକ୍ଷ ବାଧ୍ୟ…