ଧାମରା ବନ୍ଦର ୱେବସାଇଟର କ୍ୟାରିୟର ଅପସନ ଟ୍ୟାବ୍ ହ୍ୟାକ୍ ! ୱେବ ପେଜରେ କେଇଏମଏସଡିଜେ ଲେଖା ଥିବା ସୂଚନା

32

କନକ ବ୍ୟୁରୋ: ଧାମରା ବନ୍ଦରର ୱେବସାଇଟ୍ ହ୍ୟାକ୍ । ୱେବସାଇଟରେ ଥିବା କ୍ୟାରିୟର ଅପସନ ଟ୍ୟାବ୍ ହ୍ୟାକ୍ ହୋଇଥିବା ସୂଚନା ମିଳିଛି । ୱେବସାଇଟ୍ ପେଜରେ କେଇଏମଏସଡିଜେଡ୍ ଲେଖାଥିବା ଦେଖିବାକୁ ମିଳିଛି । ୱେବସାଇଟରେ ଥିବା କ୍ୟାରିୟର ଅପସନରେ କ୍ଲିକ୍ କଲାପରେ କେଇଏମଏସଡିଜେଡ୍ ଟିମ୍ ଲେଖାଅଛି । କେଇଏମଏସଡିଜେଡ ହ୍ୟାକ୍ କରିଥିବା ୱେବସାଇଟରେ ଲେଖାଅଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –