Daily Archives

July 6, 2018

ଭାରତୀୟ ଡାକ୍ତର କଲେ କମାଲ ! ୩୨ ବର୍ଷ ଧରି ବସି ପାରୁ ନଥିବା ବିଦେଶୀ ମହିଳାଙ୍କର ଅପରେସନ କରି ବସିବାକୁ କଲେ ସକ୍ଷମ

ଉଜବେକିସ୍ତାନର ଜଣେ ମହିଳା ଦୀର୍ଘ ୩୨ବର୍ଷ ହେବ ସାଧାରଣ ମଣିଷ ଭଳି ବସି ପାରୁ ନ ଥିଲେ। ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସପିଟାଲ ଡାକ୍ତରମାନେ ମହିଳାଙ୍କ ସଫଳ ଅସ୍ତ୍ରୋପଚାର କରି ତାଙ୍କୁ ବସିବା ପାଇଁ ସକ୍ଷମ କରି ପାରିଛନ୍ତି। ଏହି ୩୭ବର୍ଷୀୟ ମହିଳାଙ୍କ ନାମ ଗୁଲନୋରା ରାପିଖୋଭା ବୋଲି…

ଆମେରିକା ଯିବ ଅପରାଜିତା ! କେବେ ଅଳିଆଗଦାରେ ପଡିଥିବା ବେଳେ କୁକୁର ଖାଇଥିଲା ହାତ, ଏବେ ଆମେରିକାରେ କଟିବ ନୂଆ ଜୀବନ ।

ଜାତୀୟ ରାଜପଥ ନମ୍ବର ୧୬ ନିକଟସ୍ଥ ଭଦ୍ରକ ନୂଆ ବସଷ୍ଟାଣ୍ଡ ପାଖରେ ଏକ ଅଳିଆ ଆବର୍ଜନା ଗଦାରେ କୁକୁର କବଳରୁ ବଞ୍ଚି ଯାଇଥିବା ନବଜାତ ଶିଶୁକନ୍ୟାକୁ ଶୁକ୍ରବାର ଆମେରିକାର ଦଂପତ୍ତି ପୋଷ୍ୟସନ୍ତାନ ରୂପେ କୋଳେଇ ନେଇଛନ୍ତି । ବର୍ଷ ୨୦୧୨ ଫେବ୍ରୁଆରି ୧୮ ଭୋର ସକାଳୁ କଇଁ କଇଁ ହୋଇ କାନ୍ଦୁଥିବା…

ଭୁବନେଶ୍ୱର ଉପରେ ନାହିଁ କାହାର ନଜର । ଉଜୁଡି ଗଲାଣି ରାଜଧାନୀର ସୌନ୍ଦର୍ଯ୍ୟକରଣ କାମ ।

ଓଡିଶାର ରାଜଧାନୀ ଭୁବନେଶ୍ୱର ଯାହା ସ୍ମାର୍ଟ ସିଟିର ଆକ୍ଷା ପାଇଛି । ଏହାକୁ ଓଡିଶାର ମନ୍ଦିର ମାଳିନି ମଧ୍ୟ କୁହାଯାଏ । ଏଠାରେ ଅନେକ ଦେବାଦେବୀଙ୍କ ମନ୍ଦିର ସହିତ ଅନେକ ଶିଲାଲିପି ଏବଂ କାରୁକାର୍ଯ୍ୟ ଦେଖିବାକୁ ମିଳିଥାଏ । ଯାହା ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଆହୁରି ତାଜା କରିଦେଇଥାଏ ।…

ଏମିତି ଆମ ଚାଷୀଙ୍କ ଜୀବନ ! ୪୫ ବର୍ଷୀୟ ପୁଅ ହେଲା ବଳଦ, ୮୦ ବର୍ଷୀୟ ବାପା କରିଲେ ହଳ

ପୁଅ ବେକରେ ଲଙ୍ଗଳ, ବାପା କରୁଛି ହଳ । ଏବେ ଚାଷ ପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ବାହାରିଛି । ଖାସକରି ହଳ କରିବା ପାଇଁ ଟ୍ରାକ୍ଟର, ପାୱାରଟିଲର ଭଳି ଯନ୍ତ୍ର ନିର୍ମାଣ ହୋଇଛି । କିନ୍ତୁ ମଧ୍ୟପ୍ରଦେଶରେ ପୁଅକୁ ବଳଦ କରି ଚାଷ ଜମିରେ ବାପା ହଳ କରୁଥିବା ଘଟଣା ସାମ୍ନାକୁ…

ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶରେ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଲା ରୋକ ! ଓଡିଶାରେ କେବେ ?

ଉତ୍ତରପ୍ରଦେଶରେ ପ୍ଲାଷ୍ଟିକ ଏବଂ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇଲେ ରାଜ୍ୟ ସରକାର । ଗତ ଶୁକ୍ରବାର ଦିନ ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଦ୍ଧ କରିବାର ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହି ନିେର୍ଦ୍ଦେଶ ଅନୁସାରେ ଜୁଲାଇ ୧୫ ତାରିଖ ଠାରୁ ଶହରର ପ୍ରତ୍ୟକଟି ଅଞ୍ଚଳରେ ପଲଥିନ…