ନାମୀଦାମୀ କଲେଜକୁ ବୋକା ବନାଉଛନ୍ତି ଛାତ୍ରଛାତ୍ରୀ! କ୍ଲାସ ଆସୁନାହାନ୍ତି, ଘର ସଦସ୍ୟଙ୍କୁ ଡ଼ାକିବାକୁ କହିଲେ ହାଜିରା…
କନକ ବ୍ୟୁରୋ : ଖ୍ୟାତାନାମା ଶିକ୍ଷାନୁଷ୍ଠାନରେ ନକଲି ଅଭିଭାବକ । ନକଲି ସ୍କୁଲ କଥା ଶୁଣିଛନ୍ତି। ନକଲି ଶିକ୍ଷକଙ୍କ କଥା ବି ଶୁଣିଛନ୍ତି। କିନ୍ତୁ ଶୁଣି ଆଶ୍ଚର୍ୟ୍ୟ ହେବେ, ଏବେ ନକଲି ବାପା, ମା’ ବି ଭଡ଼ାରେ ମିଳିଲେଣି। ପିଲାଏ ଏତେ ଚାଲାକ୍ ଯେ ସ୍କୁଲରୁ ନୋଟିସ୍ ପାଇଲେ ଟଙ୍କା ଦେଇ ବଜାରରୁ…