ୟୁକ୍ରେନରେ ବଡ ଧରଣର ହେଲିକପ୍ଟର ଦୁର୍ଘଟଣା : ୧୬ମୃତକଙ୍କ ମଧ୍ୟରେ ଗୃହମନ୍ତ୍ରୀ ଥିବା ସୂଚନା

247

କନକ ବ୍ୟୁରୋ : ୟୁକ୍ରେନରେ ବଡ ଧରଣର ହେଲିକପ୍ଟର ଦୁର୍ଘଟଣା । ଏକ ବିଲ୍ଡିଂରେ ପିଟିହେଲା ହେଲିକପ୍ଟର । ଧକ୍କା ହେବା ପରେ ହେଲିକପ୍ଟରଟି କ୍ରାସ ହୋଇଥିବା ସୂଚନା । ହେଲିକପ୍ଟରରେ ଥିବା ୧୬ଜଣ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୬ଜଣଙ୍କ ଭିତରେ ୟୁକ୍ରେନ ଗୃହମନ୍ତ୍ରୀ ଥିବା ସୂଚନା ।