Browsing Tag

ଧାମନଗର

ଧାମନଗର ଉପନିର୍ବାଚନ, ମତଦାନ ଜାରି : ଦିନ ୧ଟା ସୁଦ୍ଧା ୩୮.୭୫% ମତଦାନ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି । ଦିନ ୧ଟା ସୁଦ୍ଧା ୩୮.୭୫% ମତଦାନ ହୋଇଥିବା ସୂଚନା । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ ।…

ଧାମନଗର ୨୩ନମ୍ବର ବୁଥରେ ରିଗିଂ ଅଭିଯୋଗ : ଘଟଣାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ

କନକ ବ୍ୟୁରୋ : ଧାମନଗର ୨୩ନମ୍ବର ବୁଥରେ ରିଗିଂ ଅଭିଯୋଗ । ଖଳାଗଡିଆ କଟସାହିରେ ବୁଥ ରିଗିଂ ଅଭିଯୋଗ । ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଭୋଟ୍ ଦାନ ଆରମ୍ଭରୁ ଅଚଳ ହୋଇଗଲା…

ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ସହାୟତା : ସିଇଓ ସୁଶୀଲ ଲୋହାନୀଙ୍କ ସୂଚନା

କନକ ବ୍ୟୁରୋ : ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ସହାୟତା । ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । ଏ ନେଇ ସିଇଓ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ତେବେ ଉପନିର୍ବାଚନ ଦାୟିତ୍ୱରେ ଥିଲେ ନଟବର ମୁଣ୍ଡା । ଗତକାଲି ହଠାତ ଅସୁସ୍ଥ ହେବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି…

ନିଷିଦ୍ଧାଞ୍ଚଳରେ ବିଜେଡି ପ୍ରାର୍ଥୀଙ୍କ ଗାଡ଼ିକୁ ନେଇ ବିବାଦ : ଭୋଟ ଦେବା ପାଇଁ ଶଙ୍ଖଚିହ୍ନ ପୋଷ୍ଟର ଲଗାଥିବା ଗାଡ଼ି…

କନକ ବ୍ୟୁରୋ : ବିଜେଡି ପ୍ରାର୍ଥୀଙ୍କ ଅବନ୍ତୀ ଦାସଙ୍କ ଗାଡିକୁ ନେଇ ବିବାଦ । କାଁପଡ଼ା ବୁଥ ବାହାରେ ପ୍ରଚାର ଗାଡ଼ିକୁ ବିରୋଧ କରିଛନ୍ତି ଲୋକେ । ଭୋଟ୍ କେନ୍ଦ୍ରକୁ ଯାଉଥିବା ସମୟରେ ସେ ଯେଉଁ ଗାଡିରେ ଯାଇଥିଲେ ସେଥିରେ ବିଜେଡିର ଶଙ୍ଖ ଚିହ୍ନ ଥିବା ପୋଷ୍ଟର ଲାଗିଥିଲା । ଯାହାକୁ ବିରୋଧ…

ଧାମନଗର ଉପନିର୍ବାଚନ : ଧାଡିରେ ଠିଆ ହେଲେ, ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଭୋଟ ଦେଇଛନ୍ତି । ଭୋଟ କେନ୍ଦ୍ର ବାହାରେ ଧାଡ଼ିରେ ରହି ଭୋଟ ଦେଇଛନ୍ତି ବାବା ହରେକୃଷ୍ଣ । ତେବେ ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ । ଭୋଟରମାନେ ଭୋଟ ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ଭୋଟ ଦେଇ…

ଭୋଟ ଦେଉଛି ଧାମନଗର : ସକାଳ ୯ଟା ସୁଦ୍ଧା ୧୦ ଦଶମିକ ୨୫ ପ୍ରତିଶତ ମତଦାନ

କନକ ବ୍ୟୁରୋ : ଭୋଟ ଦେଉଛି ଧାମନଗର । ସକାଳ ୯ଟା ସୁଦ୍ଧା ୧୦ ଦଶମିକ ୨୫ ପ୍ରତିଶତ ମତଦାନ । ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ । ଭୋଟରମାନେ ଭୋଟ ପରିଚୟ…