ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ମେଡିକାଲରେ ଭଙ୍ଗାରୁଜା ଏବଂ ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ୬ ଜଣଙ୍କୁ ଗିରଫ କଲା କୁମ୍ଭାରପଡା ଥାନା ପୁଲିସ । ସିସିଟିଭି ଫୁଟେଜ ଆଧାରରେ ଗିରଫ କରିଥିବା ନେଇ ରହିଛି ସୂଚନା । ରୋଗୀ ମୃତ୍ୟୁକୁ ନେଇ ହୋଇଥିଲା ଭଙ୍ଗାରୁଜା ।