ପୁତୁରା ଛାତିରେ ଦାଦାଙ୍କ ତୀର : ଜମିଜମା ବିବାଦକୁ କେନ୍ଦ୍ର କରି ମାଲକାନଗିରିରେ ପୁତୁରାକୁ ଧନୁତୀରରେ ଆକ୍ରମଣ କଲେ ଦାଦା
କନକ ବ୍ୟୁରୋ : ଦାଦାଙ୍କ ତୀର ମାଡରେ ପୁତୁରା ଗୁରୁତର । ଶରୀରରେ ଏବେବି ପଶିରହିଛି ତୀର । ମାଲକାନଗିରିରେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ପୁତୁରା ଉପରକୁ ଧନୁ ତୀରରେ ଆକ୍ରମଣ କରିଛି ଦାଦା । ଆଉ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ତୀର ମାଡର ଶୀକାର ହୋଇଥିବା ମୁକା ମାଡକାମି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ –