କଟକ ଜଗତପୁରରେ ନକଲି ସୋଡା ଫ୍ୟାକ୍ଟ୍ରି ଉପରେ ଚଢାଉ : ନିମ୍ନମାନର ପାଣି ବ୍ୟବହାର ସହ କାଗଜପତ୍ର ଠିକ୍ ନଥିବା ସୂଚନା

197

କନକ ବ୍ୟୁରୋ : କଟକ ଜଗତପୁର ଅଞ୍ଚଳରେ ନକଲି ସୋଡ଼ା ଫ୍ୟାକ୍ଟ୍ରି ଉପରେ ଚଢଉ । ଜଗତପୁର ପୋଲିସ ଓ ଫୁଡ୍ ସ୍କ୍ୱାର୍ଡ ପହଞ୍ଚି ଛାନଭିନ୍ କରିଛନ୍ତି । ତେବେ ନିମ୍ନମାନର ପାଣି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । କୋଲ୍ଡ ଡ୍ରିଙ୍କସରେ ବ୍ୟବହାର ହେଉଥିବା ସାମ୍ପୁଲ କଲେକ୍ସନ୍ କରାଯାଇ ଯାଞ୍ଚ ପାଇଁ ଲ୍ୟାବକୁ ପଠାଯିବ । ଏହା ସହ ଫ୍ୟାକ୍ଟ୍ରିର କାଗଜପତ୍ର ଠିକ୍ ନଥିବା ଜଣାପଡ଼ିଛି ।