Browsing Category

ଦେଶ ବିଦେଶ

ପରିବର୍ତ୍ତୀତ ରାଜନୀତିରେ ବଦଳୁଛନ୍ତି କି ନବୀନ ! ବିଜେପି ପ୍ରତି ଦେଖାଉଛନ୍ତି କି ନରମ ଆଭିମୁଖ୍ୟ! ଜାଣନ୍ତୁ ଚର୍ଚ୍ଚା…

କନକ ବ୍ୟୁରୋ: ପ୍ରଥମେ ରାଷ୍ଟ୍ରପତି ନିର୍ବାଚନରେ ସହଯୋଗର ହାତ ବଢ଼ାଇଲେ । ଆଜି ଆଇଓସିଏଲ ବିବାଦର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା । ପୁଣି ଓଡିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା । ଏ ତମାମ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ…
Read More...

ଖାଲି କଥାରେ ବ୍ୟସ୍ତ ଚାଇନା : ଡୋକଲାମ ବିବାଦ ବଢୁଥିବା ବେଳେ ଜାଣନ୍ତୁ ଭାରତ ସପକ୍ଷରେ ରହିଛନ୍ତି କେଉଁ ସବୁ ରାଷ୍ଟ୍ର

କନକ ବ୍ୟୁରୋ : ଡୋକଲାମ ବିବାଦକୁ ନେଇ ଦୁଇ ମାସରୁ ଅଧିକ ସମୟ ଧରି ସୀମାରେ ଭାରତ ଓ ଚୀନ୍ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଏସବୁ ଭିତରେ କିନ୍ତୁ ଚୀନ୍ ସରକାରୀ ଗଣମାଧ୍ୟମ ବାରମ୍ବାର ଭାରତକୁ ଯୁଦ୍ଧ ଧମକ ଦେଉଛି । କେତେବେଳେ ଯୁଦ୍ଧ ପାଇଁ କାଉଣ୍ଟଡାଉନ ଆରମ୍ଭ କରିବାକୁ କହୁଛି ତ ପୁଣି…
Read More...

ବାହାହେଲେ ‘ଆଇରନ୍ ଲେଡି’ ! ନିଜ ପ୍ରିୟ ବନ୍ଧୁକୁ ଇରୋମ ଶର୍ମିଲା କଲେ ଜୀବନସାଥୀ

ମଣିପୁରର ପରିଚିତ ମାନବାଧିକାର କର୍ମୀ ଇରୋମ ଶର୍ମିଲା ୪୫ ବର୍ଷ ବୟସରେ ତାଙ୍କର ବହୁ ଦିନର ବନ୍ଧୁ ୫୫ବର୍ଷୀୟ ବ୍ରିଟିଶ ନାଗରିକ ଡେସମଣ୍ଡ କୋଟିନହୋଙ୍କୁ ବିବାହ କରିଛନ୍ତି । ଡେସମଣ୍ଡ ହେଉଛନ୍ତି ଜଣେ ମାନବାଧିକାର କର୍ମୀ । ଗୁରୁବାର ତାମିଲନାଡୁର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ କୋଡାଇକେନାଲ ଠାରେ…
Read More...

ଅଚିହ୍ନା ଶବକୁ ବଢ଼ିପାଣିରେ ଭସାଇଦେଲା ପୁଲିସ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ! ତଦନ୍ତ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ: ପୂର୍ଣ୍ଣଗର୍ଭା ନଦୀ । ଅଥଳ ବନ୍ୟାଜଳ । ବଢ଼ି ପାଣିକୁ ଚାହିଁଲେ ମୁଣ୍ଡ ବୁଲାଇଦେବ । ଭୁଲରେ ବି ଖସିପଡିଲେ ପତ୍ତା ମିଳିବା ମୁସ୍କିଲ । ହେଲେ ସେହି ଅଥଳ ଜଳରାଶିକୁ ଫିଙ୍ଗାଗଲା ମୃତଦେହ । ଫିଙ୍ଗିଲା ପୁଲିସ । ଆଉ ସୋସିଆଲ ମିଡିଆରେ ଭାଇରାଲ ହେଲା ଏଭଳି ଅଭାବନୀୟ ସମୟର ଭିଡିଓ ।…
Read More...

ମିଶନ ୩୫୦ ମୁଡରେ ବିଜେପି ! କେନ୍ଦ୍ରମନ୍ତ୍ରୀଙ୍କ ପରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ କ୍ଲାସ ନେବେ ଶାହ ! ଗୁରୁମନ୍ତ୍ର…

କନକ ବ୍ୟୁରୋ: ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ପୁରାଦମରେ ଆଗଉଛି ବିଜେପି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ ୩୫୦କୁ ସଫଳ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି । ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ ପରେ ଏବେ ବିଜେପି ଶାସିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ…
Read More...

ବଦଳିନି ଲୋକଙ୍କ ମିଜାଜ । ଏବେ ବି ମୋଦି ପ୍ରଥମ ପସନ୍ଦ । ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟରେ ଏନଡିଏକୁ ବହୁମତ ।

କନକ ବ୍ୟୁରୋ: ଆଗକୁ ଆସୁଛି ନିର୍ବାଚନ । ୨୦୧୮ ଓ ୨୦୧୯ରେ କେତେକ ରାଜ୍ୟରେ ନିର୍ବାଚନ ହେବା ପୂର୍ବରୁ ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଆଜତକ’ ଓ ‘କାରଭେ’ ଇଂସାଇଟ ଲିମିଟେଡ ପକ୍ଷରୁ ନିର୍ବାଚନ ହେବାକୁ ଥିବା ବିଭିନ୍ନ ରାଜ୍ୟରେ ଏକ ସର୍ଭେ କରାଯାଇ ଓପିନିୟନ ପୋଲ ପ୍ରକାଶ କରାଯାଇଛି । ‘ମୁଡ ଅଫ ଦି…
Read More...

ଯୋଗୀଙ୍କୁ ବଂଚାଇବାର ମାତ୍ର ୧ ଘଂଟା ସମୟ ଅଛି ! ଫୋନରେ ଦିଲ୍ଲୀ ପୋଲିସକୁ ମିଳିଲା ଧମକ

ଏକ ଫୋନ କଲ୍‌ ପାଇବା ପରେ ଦିଲ୍ଲୀ ପୋଲିସର ହାତ ପାଦ ଥଣ୍ଡା ହୋଇଯାଇଛି । ଆସିଥିବା ଏହି ଫୋନ କଲରେ ପୋଲିସକୁ ଧମକ ମିଳିଥିଲା । ଯୋଗୀ ଆଦିତ୍ୟନାଥଙ୍କୁ ମାରିବା ପାଇଁ ଧମକ ପୋଲିସକୁ ଦିଆଯାଇଥିଲା । ଖବର ମିଳିବା ପରେ ଦିଲ୍ଲୀରୁ ୟୁପି ହୁଲସ୍ତୁଲ ହୋଇ ଉଠିଥିଲା । କେବଳ ଏତିକି ନୁହେଁ…
Read More...

ବିଜେପି ଖାତାକୁ ଆସିଛି ସବୁଠୁ ବେଶୀ ପରିମାଣର କର୍ପୋରେଟ୍ ଚାନ୍ଦା: ଏଡିଆର୍

ବିଜେପି ଖାତାକୁ ଆସିଛି ସବୁଠୁ ବେଶୀ ପରିମାଣର କର୍ପୋରେଟ ଚାନ୍ଦା । ଆସୋସିଏସନ ଅଫ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି । ୨୦୧୨-୧୩ରୁ ୨୦୧୫-୧୬ ଭିତରେ ଜାତୀୟ ଦଳ ମାନଙ୍କର ଆର୍ଥିକ କାରବାର ନେଇ ଏହି ରିପୋର୍ଟରେ ଉଲ୍ଲେଖ କରିଛି ଏଡିଆର ।…
Read More...

ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି ! ବିପଦ ସଂକେତ ଉପରେ ବହୁଛି ମୋତିହାରୀର ସିକରାନା ନଦୀ

କନକ ବ୍ୟୁରୋ: ଉତ୍ତର ଭାରତରେ ଭୟଙ୍କର ସ୍ଥିତିରେ ବନ୍ୟା ପରିସ୍ଥିତି । ନେପାଳରେ ହେଉଥିବା ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଏହାର ପ୍ରଭାବ ବିହାରରେ ଦେଖିବାକୁ ମିଳିଛି । ମୋତିହାରୀର ସିକରାନା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ବିହାରର ୧୪ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ…
Read More...

ଗୋରଖପୁର ଶିଶୁମୃତ୍ୟୁ ମାମଲାରେ ନୂଆ ମୋଡ଼ ! ଜିଲ୍ଲାପାଳଙ୍କ ରିପୋର୍ଟରେ ନାହିଁ ମୃତ୍ୟୁର କାରଣ

କନକ ବ୍ୟୁରୋ: ଗୋରଖପୁରର ବାବା ରାଘବ ଦାସ ମେଡିକାଲ କଲେଜ ଶିଶୁମୃତ୍ୟୁ ଘଟଣାରେ ଯୋଗୀ ଆଦିତ୍ୟନାଥ ସରକାର ମୃତ୍ୟୁର କାରଣ ଭାବେ ଅକ୍ସିଜେନ ଯୋଗାଣକୁ ଏଡ଼ାଇ ଆସୁଥିବା ବେଳେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ସିଧାସଳଖ ଅକ୍ସିଜେନ ଯୋଗାଣକାରୀ ଦୋଷୀ ବୋଲି ଉଲ୍ଲେଖ କରାଯାଇଛି ।…
Read More...