Browsing Category

ଦେଶ ବିଦେଶ

ଜେ.ପି ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ବିଜେପି ସଭାପତି : ଅମିତ ଶାହ କେନ୍ଦ୍ରମନ୍ତ୍ରୀ ହେଲେ ୨…

କନକ ବ୍ୟୁରୋ : ବିଜେପି ସଭାପତି ଅମିତ ଶାହ କେନ୍ଦ୍ରରେ ମନ୍ତ୍ରୀ ହେଲେ ଜେ.ପି.ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ବିଜେପି ସଭାପତି । ଜାତୀୟ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅମିତ ଶାହ ମୋଦିଙ୍କ ନୂଆ କ୍ୟାବିନେଟରେ ସାମିଲ…
Read More...

ପରାଜୟ ପରେ ଇସ୍ତଫା ଜିଦରେ ଅଟଳ ରାହୁଲ ଗାନ୍ଧୀ : ବରିଷ୍ଠ ନେତାଙ୍କୁ ଭେଟି କଂଗ୍ରେସ ଅଧ୍ୟକ୍ଷ କହିଲେ, ଦଳ ପାଇଁ…

କନକ ବ୍ୟୁରୋ : ପରାଜୟ ପରେ ଇସ୍ତଫା ଜିଦିରେ ଅଡି ବସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଶନିବାର କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ରାହୁଲଙ୍କ ଇସ୍ତଫା ପ୍ରସ୍ତାବକୁ ଖାରଜ କରାଯିବା ପରେ ବି ରାହୁଲ ଇସ୍ତଫା ଦେବା ନେଇ ଚିନ୍ତା କରୁଛନ୍ତି । ଏପରିକି କଂଗ୍ରେସର ବରିଷ୍ଠ ନେତା କେସି…
Read More...

ଏଭରେଷ୍ଟକୁ ନେଇ ବଢୁଛି ବିବାଦ ! ମାତ୍ରାଧିକ ପର୍ବତାରୋହୀଙ୍କ ସମାଗମ ନେଇ ନେପାଳ ସରକାରଙ୍କୁ ବରିଷ୍ଠ ପର୍ବାତାରୋହୀଙ୍କ…

କନକ ବ୍ୟୁରୋ : ଓଡିଶାର ବିଶିଷ୍ଟ ପର୍ବତାରୋହୀ କଳ୍ପନା ଦାଶଙ୍କ ଏଭରେଷ୍ଟରେ ମୃତ୍ୟୁ ଘଟିବାକୁ ନେଇ ରାଜ୍ୟ ତଥା ସାରାଦେଶରେ ଚର୍ଚ୍ଚା ହେଉଥିବା ବେଳେ ଏନେଇ ବିଦେଶରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଭରେଷ୍ଟ ଚଢିବା ପାଇଁ ଖରା ଦିନ ଅନୁକୂଳ । ତେଣୁ ଏହି ସମୟରେ ବହୁ ସଂଖ୍ୟାରେ…
Read More...

ଦିନକ ପରେ ଆରମ୍ଭ ହେବ ବିଶ୍ୱକପ୍ ଲଢେଇ । ଆଜି ଭାରତର ଶକ୍ତି ପରୀକ୍ଷା, ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍…

କନକ ବ୍ୟୁରୋ : ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଦିନକ ପରେ ଅର୍ଥାତ ମେ’ ମାସ ୩୦ ତାରିଖରୁ ଆରମ୍ଭ ହେବ ସବୁଠୁ ବଡ ଟକ୍କର । ବିଶ୍ୱ ଦେଖିବ କ୍ରିକେଟ୍ ମହାକୁମ୍ଭ । ୨୦୧୯ ବିଶ୍ୱକପ୍ କ୍ରିକେଟ୍ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ହେବ କଡା…
Read More...

ସମର୍ଥକଙ୍କୁ ବିଜୟର ସୂତ୍ର ଜଣାଇଲେ ମୋଦି । କହିଲେ, ରାଜନୀତିର ଗଣିତକୁ ଟପିଗଲା ସାମାଜିକ ଶକ୍ତି ଓ ଆଦର୍ଶର କେମେଷ୍ଟ୍ରି…

କନକ ବ୍ୟୁରୋ : ରାଜନୀତିର ଗଣିତ ଉପରେ ପ୍ରଭାବ ପକାଇଛି ସାମାଜିକ ଶକ୍ତି ଓ ଆଦର୍ଶର କେମେଷ୍ଟ୍ରି, ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୯ ନିର୍ବାଚନରେ ମହାବିଜୟ ପରେ କାଶୀ ଜନତାଙ୍କୁ କୃତଜ୍ଞତା ଜଣାଇବା ଅବସରରେ ଏଭଳି ମତ ରଖିଛନ୍ତି ନରେନ୍ଦ୍ର ମୋଦି । ସେ କହିଛନ୍ତି ସେ…
Read More...

ଦିନକ ପରେ ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ । ବିଶ୍ୱକପ୍ ପୂର୍ବରୁ ସଙ୍ଗୀତରେ ଭାରତୀୟ ଦଳକୁ ଶୁଭେଚ୍ଛା ।

କନକ ବ୍ୟୁରୋ : ପ୍ରତିଟି ବଡ଼ କ୍ରୀଡ଼ା ଉତ୍ସବରେ ନିଜକୁ ନିଆରା ଢଙ୍ଗରେ ସାମିଲ କରୁଥିବା କେରଳର ଜଣେ ଇତିହାସ ବିଭାଗ ପ୍ରଫେସର ଏମସି ବଶିଷ୍ଟ ଆଗାମୀ କ୍ରିକେଟ୍‌ ବିଶ୍‌କପ୍‌ ପାଇଁ ଭାରତୀୟ ଦଳକୁ ସଂଗୀତରେ ଶୁଭେଚ୍ଛା ଜଣାଇଛନ୍ତି । ବଶିଷ୍ଟ ନିଜେ ଗୀତ ରଚନା କରିଥିବା ବେଳେ ତାଙ୍କର ଦୁଇ ଛାତ୍ର…
Read More...

ସଂସଦରେ ବଢୁଛି ମହିଳାଙ୍କ ସଂଖ୍ୟା । ୟୁପି ଏବଂ ପଶ୍ଚିମବଙ୍ଗରୁ ସବୁଠୁ ଅଧିକ ମହିଳା ସାଂସଦ ନିର୍ବାଚିତ ।

କନକ ବ୍ୟୁରୋ : ଲୋକସଭାକୁ ସବୁଠୁ ଅଧିକ ଆସନ ଦେଉଥିବା ରାଜ୍ୟ ଉତ୍ତରପ୍ରଦେଶ ଏବଂ ଲୋକସଭାକୁ ୪୨ ଆସନ ଦେଇଥିବା ରାଜ୍ୟ ପଶ୍ଚିମବଙ୍ଗ ଏଥର ଲୋକସଭାକୁ ସବୁଠୁ ଅଧିକ ମହିଳା ସାଂସଦ ନିର୍ବାଚିତ କରିଛି । ସପ୍ତଦଶ ଲୋକସଭାରେ ସବୁଠୁ ଅଧିକ ମହିଳା ସାଂସଦଙ୍କୁ ଦେଖିବାକୁ ମିଳିଛି । ଏଥର ସମୁଦାୟ ୭୮…
Read More...

ଜୁନ୍ ୬ରୁ ସଂସଦର ପ୍ରଥମ ଅଧିବେଶନ ! ରାଷ୍ଟ୍ରପତି ଦେବେ ଉଦବୋଧନ ।

କନକ ବ୍ୟୁରୋ : ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁନ୍ ୬ ତାରିଖରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଅନୁଷ୍ଠିତ ହେବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆସନ୍ତା ୩୦…
Read More...

ଭବ୍ୟ ସମାରୋହରେ ହେବ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ । ପାକିସ୍ତାନ ଓ ଚୀନକୁ ମିଳିଲାନି ନିମନ୍ତ୍ରଣ, ବିମଷ୍ଟେକ ରାଷ୍ଟ୍ରର…

ଆସନ୍ତା ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ବେଶ ଭବ୍ୟ ଢଙ୍ଗରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ ହେବ । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଭବ୍ୟ ସମାରୋହରେ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ…
Read More...

ବଂଶବାଦ ରାଜନୀତିକୁ ଦୋହଲାଇଦେଲା ମୋଦି ସୁନାମୀ । ମୋଦି କିମିଆ ଆଗରେ ମାତ୍ ଖାଇଲା ପରିବାରବାଦ ରାଜନୀତି, ଚିତ୍ ମାରିଲେ…

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ବଂଶବାଦ ରାଜନୀତିକୁ ଦୋହଲାଇ ଦେଇଛି ମୋଦି ସୁନାମୀ । ପରିବାରବାଦର ରାଜନୀତି ଏଥର ମୋଦି କିମିଆ ଆଗରେ ମାତ ଖାଇଛି । ଉତରାଧିକାରୀ ସୂତ୍ରରେ ରାଜନୈତିକ ମୈଦାନରେ ପାଳି ଖେଳିଆସୁଥିବା ହେଭିୱେଟ ନେତାଙ୍କୁ ପରାଜୟ ମୁହଁ ଦେଖିବାକୁ ପଡିଛି । ୨୦୧୯…
Read More...