Browsing Category

ଦେଶ ବିଦେଶ

୧୧୬ କୋଟି ଋଣନେବା ମାମଲାରେ ଅଡୁଆରେ ରିତେଶ ଓ ଜେନେଲିଆ, ଯାଂଚ ନିର୍ଦ୍ଦେଶ ଦେଲେ ସରକାର

କନକ ବ୍ୟୁରୋ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାଶରାଓ ଦେଶମୁଖଙ୍କ ପୁଅ ତଥା ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଜେନେଲିଆ ଦେଶମୁଖଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଉଭୟ ସେମାନଙ୍କର କୃଷି ଫାର୍ମ କମ୍ପାନୀ ପାଇଁ ୧୧୬ କୋଟି ଟଙ୍କା ଋଣ ନେଇ ପରିଶୋଧ କରିନଥିବା…
Read More...

ମୁଖ୍ୟମନ୍ତ୍ରୀ ରାଲି କରିବେ ବୋଲି ଜିଲ୍ଲାର ସବୁ ସ୍କୁଲ ବନ୍ଦ! ନିର୍ଦ୍ଦେଶ ଜାରି କଲେ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ

କନକ ବ୍ୟୁରୋ: ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ର୍ୟାଲି କରିବେ ବୋଲି ଜିଲ୍ଲାର ସବୁ ସ୍କୁଲ ବନ୍ଦ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରେ । ଲୋକସଭା ଉପନିର୍ବାଚନ ପାଇଁ ଆଜି ମୈନପୁରୀରେ ରାଲି କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାପରେ ଏକ ଜନସଭାକୁ…
Read More...

ଆଇପିଏଲ ୨୦୨୩ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଡିସେମ୍ବର ୨୩ରେ କୋଚିରେ ଖେଳାଳି ନିଲାମ, ଜାଣନ୍ତୁ ଏନେଇ ପୁରା ତଥ୍ୟ ।

କନକ ବ୍ୟୁରୋ: ବାଜିଲା ଆଇପିଏଲ ବିଗୁଲ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଏହି ସିଜିନ୍ ପାଇଁ ନିଲାମ ଡିସେମ୍ବର ୨୩, ରେ କୋଚିରେ ଅନୁଷ୍ଠିତ ହେବ । ଆଇପିଏଲ ୨୦୨୩ ନିଲାମ ପାଇଁ ମୋଟ ୯୯୧ ଖେଳାଳି ପଞ୍ଜିକରଣ କରିଛନ୍ତି। ଏଥିରେ ୭୧୪ ଭାରତୀୟ ଏବଂ ୨୭୭ ବିଦେଶୀ…
Read More...

ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗିରଫ । କାଲିଫର୍ଣ୍ଣିଆରେ ଧରିଲା ଗୁଇନ୍ଦା ବିଭାଗ ।

କନକ ବ୍ୟୁରୋ: ଧରାପଡିଛି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ । କାଲିଫର୍ଣ୍ଣିଆରୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ ଗିରଫ କରିଛି ଗୁଇନ୍ଦା ବିଭାଗ । ଭାରତର ଗୁଇନ୍ଦା ଏଜେନ୍ସିର ସୂଚନା ଅନୁଯାୟୀ, କାଲିଫର୍ଣ୍ଣିଆରେ ଗୋଲ୍ଡି ବ୍ରାରଙ୍କୁ ଅଟକ ରଖାଯାଇଛି। ଭାରତର…
Read More...

ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସରେ ବିଚଳିତ ଚାଇନା: କହିଲା ସୀମା ଶାନ୍ତି ପ୍ରତିଷ୍ଠା ପାଇଁ ହୋଇଥିବା ଚୁକ୍ତିର…

କନକ ବ୍ୟୁରୋ: ଉତରାଖଣ୍ଡରେ ଚାଲିଛି ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସ । ଏହାକୁ ନେଇ ଆପତି ଉଠାଇଛି ଚାଇନା । ଏହି ସମରଭ୍ୟାସ ସୀମାରେ ଶାନ୍ତି ସ୍ଥାପନ ପାଇଁ କରାଯାଇଥିବା ଦ୍ୱିପାକ୍ଷୀକ ଚୁକ୍ତିର ଉଲ୍ଲଂଘନ ବୋଲି ବେଜିଂ କହିଛି । ଚୀନ ବୈଦଶିକମନ୍ତ୍ରାଳୟ କହିଛି କି ଏଲଏସି ନିକଟରେ…
Read More...

ଦିଲ୍ଲୀରୁ ଯାଇ ତେଲେଙ୍ଗାନାରେ ପହଁଚିଲାଣି ଅବକାରୀ ଦୁର୍ନୀତି ମାମଲା: ମାମଲାରେ ସାମ୍ନାକୁ ଆସିଲା ଟିଆରଏସ ନେତ୍ରୀ…

କନକ ବ୍ୟୁରୋ: ଦିଲ୍ଲୀ ଏକ୍ସସାଇଜ ପଲିସି ସ୍କାମକୁ ନେଇ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କିଛି ଦିନ ହେବ ଆରୋପପ୍ରତ୍ୟାରୋପ ଜୋରଦାର ଚାଲିଛି । ଏହା ଭିତରେ ନୂଆ ନାଁ ଏଟ୍ରିଂ ହୋଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ଟିଆରଏସ ବିଧାୟିକା କେ. କବିତାଙ୍କ ନାଁ ଯୋଡି…
Read More...

ଦେଶରେ ଡିଜିଟାଲ ବ୍ୟବସାୟରେ ନୂଆ ଅଧ୍ୟାୟ: ରିଟେଲ ଇ-ରୁପି ସେବାର ପରୀକ୍ଷଣ ଆରମ୍ଭ

କନକ ବ୍ୟୁରୋ: ଆରବିଆଇ ଜାରି କରିଲା ଡିଜିଟାଲ ଖୁଚୁରା ଟଙ୍କା । ପରୀକ୍ଷା ମୂଳକ ଭାବେ ଦେଶର ୪ଟି ସହରରରେ ଇ-ରୁପି ବା ଡିଜିଟାଲ କରେନ୍ସିର ସେବା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ, ଦିଲ୍ଲି, ବେଙ୍ଗାଲୁର ଓ ଭୁବନେଶ୍ୱରରେ ଡିଜିଟାଲ କରେନ୍ସି ଲଂଚ ହୋଇଛି ।ଏହାର ନାଁ ରହିଛି ସିବିଡିସ…
Read More...

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ରାବଣ ଉପାଖ୍ୟାନ ଉପରେ ଜବାବ ରଖିଲେ ପ୍ରଧାନମନ୍ତ୍ରୀ: କହିଲେ ଯେତିକି ଗାଳି ମିଳିବ, ସେତିକି…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାବଣ ସହ ତୁଳନା କହିବା ପରେ ରାଜନୀତି ଜୋର ଧରିଛି । ଏହି ଟିପ୍ପଣୀକୁ ନେଇ କଂଗ୍ରେସ ଉପରେ ବର୍ଷିଛି ବିଜେପି । ମୋଦି କହିଛନ୍ତି , କଂଗ୍ରେସ ରାମଭକ୍ତଙ୍କୁ ଅପମାନ କରୁଛି । ମୋଦିଙ୍କୁ ଗୁଜୁରାଟ ଦେଇଥିବା…
Read More...

ଶେଷରେ ଅପରାଧ ସ୍ୱୀକାର କଲା ଅଫତାବ: କହିଲା କେଉଁଠି ଫିଙ୍ଗିଛି ଶ୍ରଦ୍ଧାର ପୋଷାକ, ହତ୍ୟାରେ ବ୍ୟବହୃତ ହତିଆର

କନକ ବ୍ୟୁରୋ: ମେ ୧୮ରେ ହତ୍ୟା । ନଭେମ୍ବର ୧୪ରେ ଅପରାଧୀକୁ ଧରିଲା ପୁଲିସ । ଡିସେମ୍ବର ୧ରେ ଅଭିୁଯକ୍ତର ଦୋଷ ସ୍ୱିକାର । ଦିଲ୍ଲୀର ବହୁ ଚର୍ଚ୍ଚିିତ ଶ୍ରଦ୍ଧା ୱାଲକର ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଅଫତାବ ଅମିନ ପୁନୱାଲାର ନାର୍କୋ ଟେଷ୍ଟ ସମୟରେ ସତ ସ୍ୱିକାର କରିଛି । ନାର୍କୋଟେଷ୍ଟରେ…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ରୋଡ ଶୋ: ହଜାର ହଜାର ସମର୍ଥକଙ୍କ ଗହଣରେ ୫୪ କିଲୋମିଟର ଚାଲିଲା ବିଜେପି ପୁଷ୍ପାଞ୍ଜଳୀ…

କନକ ବ୍ୟୁରୋ: ଗୁଜରାଟ ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦି କରୁଛନ୍ତି ମେଗା ରୋଡ ଶୋ । ପ୍ରାୟ ୫୪ କିଲୋମିଟି ଧରି ଏହି ରୋଡ ଶୋ ଚାଲିଛି । ହଜାର ହଜାର ସମର୍ଥକ, କର୍ମୀ ଓ ନେତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ଏହି ରୋଡ ଶୋ ଚାଲିଛି । ୧୪ବିଧାନସଭା କ୍ଷେତ୍ର ଦେଇ ଗଡିଛି ବିଜେପିର ଏହି ପୁଷ୍ପାଞ୍ଜଳୀ…
Read More...