Browsing Category

ଦେଶ ବିଦେଶ

ବୁଧବାରଠୁ ସଂସଦର ଶୀତକାଳୀନ ଅଧିବେଶନ : କ’ଣ ରହିବ କଂଗ୍ରେସର ଆଭିମୁଖ୍ୟ ରଣନୀତି ପ୍ରସ୍ତୁତ

କନକ ବ୍ୟୁରୋ : ଆସନ୍ତା ବୁଧବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଶୀତ ଅଧିବେଶନରେ ଦଳର ରଣନୀତି କ’ଣ ରହିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି । ଏବଂ ଅଧିବେଶନରେ ଦଳ କେଉଁ ସବୁ ପ୍ରସଙ୍ଗ ଉଠାଇବ ତା’ର ଏକ ତାଲିକା ପ୍ରସ୍ତୁତ…
Read More...

ସୁପ୍ରିମକୋର୍ଟ ‘ଏନଜେଏସି’କୁ ପ୍ରତ୍ୟାଖ୍ୟାନ ପ୍ରସଙ୍ଗ : ଉପରାଷ୍ଟ୍ରପତିଙ୍କ ଅସନ୍ତୋଷ; କହିଲେ ସଂସଦ ପ୍ରଣୀତ ଆଇନକୁ…

କନକ ବ୍ୟୁରୋ : ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ । ସର୍ବୋଚ୍ଚ ନ୍ୟାୟାଳୟ ‘ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଆଇନ’କୁ ପ୍ରତ୍ୟାଖ୍ୟାନ କରିବା ପରେ ସଂସଦରେ ଏ ନେଇ କୌଣସି ପ୍ରକାରର ଆଲୋଚନା ହୋଇନି । ଏପରି ନହେବା ଏକ…
Read More...

ଆଜି ଦେଶ ପାଳୁଛି ନୌସେନା ଦିବସ: ଜାଣନ୍ତୁ, ଡିସେମ୍ବର ୪ରେ କାହିଁକି ପାଳନ ହୁଏ ନୌସେନା ଦିବସ?

କନକ ବ୍ୟୁରୋ: ଭାରତୀୟ ନୌସେନା । ସମୁଦ୍ର ଭିତରେ ସେମାନେ ଆମକୁ ଦିଅନ୍ତି ସୁରକ୍ଷା । ସେମାନେ ଜଳପଥର ଜାଗ୍ରତ ପ୍ରହରୀ, ଶତ୍ରୁଙ୍କ ପାଇଁ ଅଭେଦ୍ୟ ପାଚେରୀ । ଜଳପଥରେ ଶତ୍ରୁଙ୍କୁ ମାତ୍ ଦେବାରେ ସେମାନେ ସିଦ୍ଧହସ୍ତ । ଶତ୍ରୁଙ୍କ ଉପରେ ସେମାନେ ନଜର ରଖିଥାନ୍ତି । ଆଉ ସେମାନଙ୍କୁ ସଂହାର କରନ୍ତି…
Read More...

ଏଟିଏମରୁ ହୋଇପାରନ୍ତି ଠକାମୀର ଶିକାର: ଟଙ୍କା ଉଠାଇଲା ବେଳେ ଏହି ସବୁ ଦିଗ ଉପରେ ରଖନ୍ତୁ ନଜର 

କନକ ବ୍ୟୁରୋ: ଏଟିଏମରୁ ଟଙ୍କା ଉଠାଇଲା ବେଳେ ହୋଇ ଯାଆନ୍ତୁ ସାବଧାନ । ନଚେତ ଆପଣ ହୋଇପାରନ୍ତି ଠକାମୀର ଶିକାର । ଏବେ ବିନା କ୍ୟାସରେ ବି ଆପଣଙ୍କ ଜରୁରୀ କାମ କରିପାରୁଥିବେ । କାରଣ ଏବେ ଅନଲାଇନ ପେମେଣ୍ଟ  ସବୁଠି ଉପଲବ୍ଧ ହେଉଛି । ଏହାସହ ବେଳେ ବେଳେ ଆମକୁ କ୍ୟାସର ଆବଶ୍ୟକତା ପଡିଥାଏ ।…
Read More...

ଶ୍ରଦ୍ଧା ହତ୍ୟାକାଣ୍ଡ ପରେ ରାଜଧାନୀ ଦିଲ୍ଲୀରେ ଆଉଏକ ବିଭତ୍ସ ହତ୍ୟାକାଣ୍ଡ । ଲିଭ-ଇନ ପାର୍ଟନରଙ୍କୁ ନିର୍ମମ ହତ୍ୟା

କନକ ବ୍ୟୁରୋ : ପୁଣି ଥରେ ବିଭତ୍ସ ହତ୍ୟାରେ ଥରିଛି ରାଜଧାନୀ ଦିଲ୍ଲୀ । ତିଲକ ନଗରରେ ଲିଭ ଇନ୍-ପାର୍ଟନରଙ୍କୁ ହତ୍ୟା କରି ଦିଲ୍ଲୀରୁ ଫେରାର ଥିବା ଅପରାଧୀକୁ ପଂଜାବରୁ ଗିରଫ କରାଯାଇଛି । ମନପ୍ରୀତ ନାମକ ଏହି ଅଭିଯୁକ୍ତ ରେଖାରାଣୀ ନାମ୍ନୀ ମହିଳାଙ୍କ ସହ ଦୀର୍ଘ ବର୍ଷ ହେବ ଲିଭ ଇନ…
Read More...

ରାହୁଲ ଗାନ୍ଧୀଙ୍କ ‘ଜୟ ସିୟାରାମ’ ବୟାନକୁ ନେଇ ବିବାଦ । ବିଜେପି କହିଲା, ବିଜେପିକୁ ଦରକାର ନାହିଁ ରାହୁଲଙ୍କ…

କନକ ବ୍ୟୁରୋ : ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ଏକ ବୟାନକୁ ନେଇ ବିବାଦ ଜୋର ଧରିଛି । ଶୁକ୍ରବାର ବିଜେପି ଓ ଆରଏସଏସକୁ ‘ଜୟ ସିୟାରାମ’ କହିବାକୁ ପରାମର୍ଶ ଦେଇଥିଲେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ବୟାନ ପରେ ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ…
Read More...

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା : ତେଲେଙ୍ଗାନା ଯାଏଁ ଲମ୍ବିଛି ଦୁର୍ନୀତି ଚେର! ସାମ୍ନାକୁ ଆସିଲା କେସିଆର…

କନକ ବ୍ୟୁରୋ : ଯେଉଁ ଅବକାରୀ ନୀତି ଦୁର୍ନୀତିକୁ ନେଇ ଉଠୁଛି ପଡୁଛି ରାଜଧାନୀ ଦିଲ୍ଲୀ ଏବେ ସେହି ଦୁର୍ନୀତିର ଚେର ଦକ୍ଷିଣ ଭାରତର ପ୍ରମୁଖ ରାଜ୍ୟ ତେଲେଙ୍ଗାନା ପର୍ଯର୍୍ୟନ୍ତ ଲମ୍ବିଥିବା ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ସେହି ସମୟରେ ସାମ୍ନାକୁ ଆସିଛି ଯେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…
Read More...

ପୁଣି ଥରେ ବିଦେଶୀଙ୍କ ସହ ଦୁର୍ବ୍ୟବହାର । ଲଜ୍ଜିତ ହେଲା ବିଶ୍ୱବିଦ୍ୟାଳୟ!

କନକ ବ୍ୟୁରୋ : ପୁଣି ଥରେ ଲଜ୍ଜିତ ହୋଇଛି ବିଶ୍ୱବିଦ୍ୟାଳୟ । ଜଣେ ବିଦେଶୀ ଛାତ୍ରୀଙ୍କୁ ଶାରୀରିକ ଶୋଷଣ କରିବା ଅଭିଯୋଗରେ ଉଠିଛି ପଡିଛି ହାଇଦ୍ରାବାଦ ସେଂଟ୍ରାଲ ୟୁନିଭର୍ସିଟି । ଜଣେ ଥାଇଲ୍ୟାଣ୍ଡ ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ଅଶାଳୀନ ବ୍ୟବହାର ଓ ଶାରୀରିକ ଶୋଷଣ କରିଥିବା ଅଭିଯୋଗ ହୋଇଛି ।…
Read More...

ମୁଣ୍ଡ ନୁଆଁଇଲେ ଚୀନ୍ ସରକାର । ଜନତାଙ୍କ ଆକ୍ରୋଶ, ବ୍ୟାକଫୁଟରେ ଜିନପିଙ୍ଗ

କନକ ବ୍ୟୁରୋ : ୨୦୧୯ ମସିହା ଡିସେମ୍ବର ମାସରେ ଚୀନରେ କରୋନା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହି ମହାମାରୀକୁ ତିନି ବର୍ଷ ପୂରି ସାରିଛି । ଭାରତ ସମେତ ସମଗ୍ର ବିଶ୍ୱରେ ଏହି ମହାମାରୀ ବ୍ୟାପିଥିଲା । ଅନେକ ଦେଶ ଏହି ମହାମାରୀ ବିରୋଧରେ ଲଢ଼ିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ ।…
Read More...

ସରିଲା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର । ଭୋଟ ହାତେଇବାକୁ ୩ ଦଳର ଜୋରଦାର ପ୍ରୟାସ

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରିଛନ୍ତି । ବିଜେପି ପାଇଁ ଷ୍ଟାର କ୍ୟାମ୍ପେନର ଭାବେ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅହମଦାବାଦ, ଖେଡାରେ ପ୍ରଚାର କରିଥିଲେ ।…
Read More...