Browsing Category

ନ୍ୟୁଜ୍

ଶ୍ରଦ୍ଧା ମୃତ୍ୟୁ ମାମଲାରେ ପୋଲିସର ଛାନଭିନ୍ : ଅଭିଯୁକ୍ତ ପ୍ରେମିକକୁ ଜଙ୍ଗଲକୁ ନେଇ ଶ୍ରଦ୍ଧାଙ୍କ ଶରୀରର ମାଂସ ଖଣ୍ଡ…

କନକ ବ୍ୟୁରୋ : ମହାରାଷ୍ଟ୍ରର ଶ୍ରଦ୍ଧା ୱାକରଙ୍କୁ ପ୍ରେମିକ ଅଫତାବ ହତ୍ୟା କରିବା ଘଟଣା, ତଦନ୍ତକୁ ଜୋରଦାର କଲା ପୋଲିସ । ଅଭିଯୁକ୍ତକୁ ଜଙ୍ଗଲ ଭିତରକୁ ନେଇଛି ପୁଲିସ । ଦିଲ୍ଲୀର ମେହରୁଲି ଥାନା ଅଧିକାରୀ ଜଙ୍ଗଲକୁ ନେଇ ଏବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯେଉଁଠି ଶ୍ରଦ୍ଧାଙ୍କ ମର ଶରୀରର ମାଂସ…
Read More...

ଉପକୂଳ ସୁରକ୍ଷା ପାଇଁ ପାରାଦ୍ୱୀପରେ ସମରାଭ୍ୟାସ ଆରମ୍ଭ : ଜଳପଥ ଦେଇ ବାହ୍ୟ ଶତ୍ରୁ ପ୍ରବେଶକୁ ପ୍ରତିହତ କରିବା ଲକ୍ଷ୍ୟ

କନକ ବ୍ୟୁରୋ : ଉପକୂଳ ସୁରକ୍ଷା ପାଇଁ ପାରାଦୀପରେ ଆରମ୍ଭ ହେଲା ଦୁଇ ଦିନିଆ ସମରାଭ୍ୟାସ । ସକାଳ ୬ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସଂଧ୍ୟା ଯାଏଁ ଚାଲିବ । ଏହି ସମରାଭ୍ୟାସରେ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ, ଓଡ଼ିଶା ପୋଲିସ୍, ବନ ବିଭାଗ, ମତ୍ସ୍ୟ ବିଭାଗ, ଓଡ୍ରାଫ ଟିମ୍…
Read More...

ରାଜନୀତିରେ ‘ଫସଲ ବୀମା’: ଶୋଭାଯାତ୍ରା କଲେ, ପ୍ରାର୍ଥୀପତ୍ର ଦାଖଲ କଲେନି ପ୍ରଦୀପ ପୁରୋହିତ; ବିଜେଡି କହିଲା ଏପ୍ରିଲ…

କନକ ବ୍ୟୁରୋ : ଉପନିର୍ବାଚନ ବେଳେ ରୋଚକ ହେଉଛି ପଦ୍ମପୁର ରାଜନୀତି । ନାମାଙ୍କନ ଦାଖଲ କରିବା ପାଇଁ ବିରାଟ ଶୋଭାଯାତ୍ରା କରି ଆସଥିିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ହେଲେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିନାହାନ୍ତି । ଆଉ ଚାଷୀଙ୍କ ସ୍ୱରରେ…
Read More...

ଚିଟଫଣ୍ଡ ଦୁର୍ନୀତି ମାମଲାରେ ନୂଆମୋଡ଼ : ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସ କ୍ୟୁରୀ ଭାବେ ନିଯୁକ୍ତ କଲେ…

କନକ ବ୍ୟୁରୋ : ଓଡ଼ିଶାରେ ହାଇଥିବା ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲ ଆମିକସ୍ କ୍ୟୁରୀ ନିଯୁକ୍ତ ହୋଇଛନ୍ତି । ସୋମବାର ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଥିଲ । । ବିଚାରପତି ଜଷ୍ଟିସ୍ ଏମ ଆର ଶାହା ଓ ଜଷ୍ଟିସ୍…
Read More...

ଅର୍ଚ୍ଚନା ନାଗ ମାମଲା : ଇଡି ଆଗରେ ମୁହଁ ଖୋଲୁଛି ଖଗେଶ୍ୱର; ପୂର୍ବତନ ମନ୍ତ୍ରୀଙ୍କ ସମେତ ୩ ବିଧାୟକଙ୍କୁ କରିପାରେ…

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଇଡି ଆଗରେ ମୁହଁ ଖୋଲୁଛି ଖଗେଶ୍ୱର । ପୂର୍ବତନ ମନ୍ତ୍ରୀଙ୍କ ସମେତ ୩ ବିଧାୟକଙ୍କୁ ଇଡି ନୋଟିସ କରିପାରେ । ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟରେ ୩ ଜଣ ବିଧାୟକ ନାଁ ଆସୁଥିବା ଇଡି ସୁରାକ୍ ପାଇଛି । ଏହି ୩ ଜଣ ବିଧାୟକଙ୍କ ମଧ୍ୟରେ ଜଣେ ପୂର୍ବତନ…
Read More...

ଆସନ୍ତାକାଲି ସରୁଛି କଟକ ବାଲିଯାତ୍ରା : ଲୋକଙ୍କ ଆଗ୍ରହକୁ ଦେଖି ଆଉ ୨ଦିନ ବଢାଇବାକୁ ସରକାରଙ୍କୁ ପ୍ରସ୍ତାବ

କନକ ବ୍ୟୁରୋ : ଆସନ୍ତାକାଲି ସରୁଛି କଟକ ବାଲିଯାତ୍ରା । ଲୋକଙ୍କ ଆଗ୍ରହକୁ ଦେଖି ଆଉ ଦୁଇ ଦିନ ବଢାଇବାକୁ ରକାରଙ୍କୁ ପ୍ରସ୍ତାବ ଦେଇଛି ସିଏମସି । ଗତକାଲି ବାଲିଯାତ୍ରା ପଡିଆରେ ହୋଇଥିବା ସିଏମସି ବୈଠକରେ ଆଲୋଚନା ପରେ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଛି । ଫଳରେ ବାଲିଯାତ୍ରା ଆଉ…
Read More...

ରାଜ୍ୟରେ ବଢୁଛି ଶୀତ : ୧୪ ସହରରେ ପାରଦ ୧୫ ଡିଗ୍ରୀ ତଳେ; କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

କନକ ବ୍ୟୁରୋ : ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ୧୪ ସହରରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଦଶମିକ ୬ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ରାତି ତାପମାତ୍ରା ୧୧ ଦଶମିକ ୫, କୋରାପୁଟ ସେମିଳିଗୁଡାରେ ୧୦ ଦଶମିକ ୩,…
Read More...

ହେଲିକପ୍ଟରରୁ ଫୁଲ ବର୍ଷା ହେଲା, ମଇଁଷିର ମୃତ୍ୟୁ ହୋଇଗଲା । ଜାଣନ୍ତୁ ଏହା ପଛର କାରଣ

କନକ ବ୍ୟୁରୋ: ରାଜସ୍ଥାନର ଅଲବର ଅଞ୍ଚଳରେ ହେଲିକପ୍ଟରରୁ ଫୁଲ ବର୍ଷା ହେଉଥିବାବେଳେ ମଇଁଷିର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୀଡିତ ପଶୁପାଳକଙ୍କ କହିବା ମୁତାବକ, ହେଲିକପ୍ଟର ଖୁବ କମ୍ ଉଚ୍ଚତାରେ ଉଡୁଥିଲା । ଏହାର ଶବ୍ଦ ଏତେ ତୀବ୍ର ଥିଲା ଯେ, ଏହାର ପ୍ରଚଣ୍ଡ ଶବ୍ଦରେ…
Read More...

ଜି-୨୦ ଶିଖର ସମ୍ମିଳନୀ : ତାଇୱାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ୍ ରାଷ୍ଟ୍ରପତି ମୁହାଁମୁହିଁ

କନକ ବ୍ୟୁରୋ : ଇଣ୍ଡୋନେସିଆ ବାଲିରେ ଜି-୨୦ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପରସ୍ପରକୁ ସାକ୍ଷାତ କରିଛନ୍ତିି । ତାଇୱାନ୍ ପ୍ରସଙ୍ଗରେ ଦୁଇ ଦେଶର ରାଷ୍ଟ୍ରପତି ମୁହାଁମୁହିଁ ହୋଇଛନ୍ତି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ କହିଛନ୍ତି,…
Read More...

ସୁଗାର ଫ୍ରି ମିଠାରେ ଚିନି ମିଶିବା ଘଟଣା : କନକ ନ୍ୟୁଜର ରିପୋର୍ଟ ପରେ ଆକ୍ସନରେ ସରକାର; ସପ୍ତାହକ ମଧ୍ୟରେ ଆସିବ ଏସଓପି

କନକ ବ୍ୟୁରୋ : ସୁଗାର ଫ୍ରି ମିଠାରେ ଚିନି ମିଶିବା ଘଟଣାରେ କନକ ନ୍ୟୁଜର ଅନୁସନ୍ଧାନ ମୂଳକ ରିପୋର୍ଟ ପରେ ଆକ୍ସନ ମୋଡରେ ରାଜ୍ୟ ସରକାର । ଓଡିଶା ମିଷ୍ଟାନ ବ୍ୟବସାୟୀ ସଂଘ ସହ ଖାଦ୍ୟ ନିରାପତା ଆୟୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏବେ ଆଉ ମିଠାରେ ସୁଗାର ଫ୍ରି ନୁହଁ ବରଂ କ୍ୟାଲୋରୀ…
Read More...