Browsing Category

ନ୍ୟୁଜ୍

ଇତିହାସ ପାଲଟିିଲା ଧାରା ୩୭୦ । ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରକୁ…

କନକ ବ୍ୟୁରୋ: ଇତିହାସ ପାଲଟିଲା ଧାରା ୩୭୦ । ଜମ୍ମୁ-କାଶ୍ମୀରରୁ ଉଚ୍ଛେଦ ହୋଇଥିବା ଧାରା ବାବଦରେ ସୁପ୍ରିମ୍ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତିକୁ କାଏମ ରଖିଛନ୍ତି କୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୫ ଜଣିଆ ଖଣ୍ଡପୀଠ…
Read More...

ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି । ଦେଶବ୍ୟାପୀ ବିଜେପିର ପ୍ରତିବାଦ । ମଦ ସାମ୍ରାଜ୍ୟର ଗୁମର ଖୋଲିବାକୁ…

କନକ ବ୍ୟୁରୋ: ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି । ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଦଳର କେନ୍ଦ୍ରୀୟ ନେତୃତ୍ୱ କଂଗ୍ରେସ ଉପରେ ବର୍ଷୁଥିବା ବେଳେ ରାଜ୍ୟ ନେତୃତ୍ୱ ବିଜେଡି ଲିଙ୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ବିଜେପି…
Read More...

ସରିଲା ଟଙ୍କା ଗଣତି: ଏବେ ସମ୍ପତ୍ତିକୁ ନେଇ ଖୋଳତାଡ, ଆସିବେ କି ଇଡି- ସିବିଆଇ?

କନକ ବ୍ୟୁରୋ: ମଦବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ହୋଇଥିବା ପାହାଡ ଭଳି ଟଙ୍କାର ଗଣତି ଶେଷ ହେବା ପରେ, ଆଗକୁ ଆଉ କଣ ବାହାରିବ? ତାହା ଜାଣିବାକୁ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ଅନ୍ୟପଟେ ଆୟକର ବିଭାଗର ରେଡ୍ ପରେ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆସୁଥିବା ଶୁଣି…
Read More...

ସବୁ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ମଧ୍ୟପ୍ରଦେଶରେ ଚାଲିବ ମୋହନ ରାଜ୍ । ନିରାଶ ହେଲେ ଶିବରାଜ । ରାଜ୍ୟରେ ରହିବେ…

କନକ ବ୍ୟୁରୋ: ସମସ୍ତ ଚର୍ଚ୍ଚାର ଅବସାନ ଘଟି ଶେଷରେ ମଧ୍ୟପ୍ରଦେଶକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ଚମକାଇଲା ଭଲି ନିଷ୍ପତି ନେଇଛନ୍ତି ମୋଦି-ଶାହ ଯୋଡି । ଶିବରାଜ ସିଂହ ଚୌହ୍ୱାନଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ । ଭୋପାଳରେ…
Read More...

ହଠାତ ଆମେରିକା ଗସ୍ତରେ କାହିଁକି ଗଲେ ପାକିସ୍ତାନୀ ଜେନେରାଲ ମୁନିର୍  ?  ଆତଙ୍କବାଦର ଭୟ କଣ ଏତେ ଜୋର ଘାରିଛି ?

ପାକିସ୍ଥାନ ସେନାମୁଖ୍ୟ ଅଚାନକ ଆମେରିକା ଗସ୍ତ କରିଛନ୍ତି । ଏହ ପୂର୍ବରୁ ନିର୍ଦ୍ଧାରିତ କୌଣସି କାର୍ଯ୍ୟକ୍ରମ ନୁହେଁ । ତେଣୁ ଏ ଗସ୍ତ ଉପରେ ଏବେ ପ୍ରଶ୍ନ ଉଠିବ ସ୍ବାଭାବିକ । ନିକଟରେ ଆଫଗାନିସ୍ତାନ ସୀମାରୁ ଏପରି ସୂଚନା ଆସିଥିଲା ​​ଯେ ସେହି ସମଗ୍ର ଅଞ୍ଚଳରେ ଟିଟିପି ଯଥେଷ୍ଟ ପ୍ରଭାବ ବଢିଛି…
Read More...

ପର୍ଯ୍ୟଟକଙ୍କ ମନ ଟାଣୁଛି ଦଳଗଡ଼ି ଜଳପ୍ରପାତ: ହେଲେ ପ୍ରଶାସନିକ ଉଦାସୀନତା ଯୋଗୁଁ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ…

କନକ ବ୍ୟୁରୋ: ଶିଳ୍ପ ବିହୀନ ଦେବଗଡ଼ ଜିଲ୍ଲାରେ ପ୍ରକୃତି ତାର ବସତି ସ୍ଥାପନ କରି ଏକାଧିକ ପର୍ଯ୍ୟଟନସ୍ଥଳୀ ସୃଷ୍ଟି କରିଛି । ହେଲେ ପ୍ରଶାସନିକ ଉଦାସୀନତା ଯୋଗୁଁ ଅନେକ ପର୍ଯ୍ୟଟନସ୍ଥଳି ବିକାଶ ହୋଇନପାରି ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଉଥିବା ଦେଖିବାକୁ ମିଳିଛି । ଏଭଳି ଏକ…
Read More...

ଇଡକୋ ପ୍ରକଳ୍ପର ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀଙ୍କ ବିରୋଧ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହେଲେ…

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଇଡକୋ ପ୍ରକଳ୍ପ ର ଜମି ଅଧିଗ୍ରହଣ କୁ ନେଇ ଗ୍ରାମବାସୀଙ୍କ ବିରୋଧ ଥମିବାର ନାଁ ଧରୁ ନାହିଁ । ପୁର୍ୱରୁ ଜମି ଅଧିଗ୍ରହଣ କୁ ବିରୋଧ କରୁ ଥିବା ଗ୍ରାମବାସୀ ମାନେ ଏବେ ରାଜରାସ୍ତା ରେ ଓହ୍ଲାଇ ସିମାଗୁଡି ଠାରେ ପ୍ରସ୍ତାବିତ ପ୍ରକଳ୍ପ କୁ ବିରୋଧ କରିଛଚନ୍ତି ।…
Read More...

ଦିବ୍ୟାଙ୍ଗ ସ୍ତ୍ରୀ ଓ ମା’ ପାଇଁ ସାହାରା ପାଲଟିଛି ପୁଅ: ଗଜପତି ଜିଲ୍ଲା ଅନ୍ତରବା ଗାଁରେ ପରିବାର ଲୋକଙ୍କ ସେବା ପାଇଁ…

କନକ ବ୍ୟୁରୋ: ଦିବ୍ୟାଙ୍ଗ ସ୍ତ୍ରୀ, ବୃଦ୍ଧା ମା’ ପାଇଁ ଏକମାତ୍ର ସାହାର ପାଲଟିଛି ପୁଅ । ଜଗପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇ ଗୋଡ଼ ନଥିବା ସ୍ତ୍ରୀ, ବୃଦ୍ଧା ମା’ର ସେବା କରୁଛି ୫୬ ବର୍ଷର ପୁଅ ଜୁଆକିନ୍ ବୀରୋ । ପରିବାର କହିଲେ, ବୃଦ୍ଧା…
Read More...

ସମ୍ପର୍କୀୟ ଝିଆରୀଙ୍କୁ ଭଲ ପାଇବାରୁ ପ୍ରେମିକକୁ ଅପହରଣ ପରେ ହତ୍ୟା କଲା ସମ୍ପର୍କୀୟ ଦାଦା: ନିଖୋଜ ନେଇ ଅଭିଯୋଗ ପରେ…

କନକ ବ୍ୟୁରୋ: ସମ୍ପର୍କୀୟ ଝିଆରୀଙ୍କୁ ପ୍ରେମ କରିବାରୁ ପ୍ରେମିକକୁ ଅପହରଣ ପରେ ହତ୍ୟା କଲା ସମ୍ପର୍କୀୟ ଦାଦା । ନିଖୋଜ ହେବା ନେଇ ଥାନାରେ ଅଭିଯୋଗ ପରେ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନାରେ ଘଟିଛି ଏଭଳି ଘଟଣା । ଘଟଣାରେ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ…
Read More...

ବିଲରେ ଜଳିଗଲା ଚାଷୀର ସ୍ୱପ୍ନ: ଅମଳର ଫସଲରେ ଲାଗିଗଲା ନିଆଁ, ଜଳିପୋଡ଼ି ପାଉଁଶ ହୋଇଗଲା ଚାଷୀର ଗୋଟିଏ ବର୍ଷର ପରିଶ୍ରମ 

କନକ ବ୍ୟୁରୋ: ପାଉଁଶ ଗଦାରୁ ସ୍ୱପ୍ନ ଖୋଜୁଛି ଦିନ ଦରିଦ୍ର ଆଦିବାସୀ ଚଷା ପୁଅ । ଧାନ କାଟିବା ପୂର୍ବରୁ ବିଲରେ ନିଆଁ ଲାଗିଗଲା । ଏକର ଏକର ଚାଷ ଜମିରେ ନିଆଁର ଆଁରେ ଲୀନ ହୋଇଗଲା । ଜଳନ୍ତା ଧାନ ଜମି ଦେଖି ଚିନ୍ତାରେ ଚାଷୀ । ଶୀତଳ ପାଉଁଶ ମୁଠାକୁ ଧରି ପରିଶ୍ରମର ମୂଲ୍ୟ ଖୋଜୁଛି ଚାଷୀ । ଏଭଳି…
Read More...