୨ମାସର ନିମ୍ନ ସ୍ତରରେ କରୋନାର ଦୈନିକ ସଂକ୍ରମଣ : ୨୪ଘଂଟାରେ ଦେଶରେ ୧ଲକ୍ଷ ୨୦ ହଜାର ୫୨୯ ନୂଆ ସଂକ୍ରମିତ, ୩ ହଜାର ୩୮୦ ମୃତ; ସେପଟେ ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଗତ ୨୪ ଘଂଟାରେ ୭ ହଜାର ୩୯୫ ଆକ୍ରାନ୍ତ ଚିହ୍ନଟ, ୪୦ ମୃତ

7