ସାର୍ଟିଫିକେଟ ପାଇଁ ମୂଲ ଲାଗିଲେ ଇଂଜିନିୟରିଂ ଛାତ୍ରୀ : ପୁରୀ ପିପିଲିର ରୋଜି ବେହେରା ମନରେଗାରେ କାମ କରି ସଂଚୟ କରୁଛନ୍ତି ଟଙ୍କା;୨୫ ହଜାର ଟଙ୍କା ବକେୟା ଥିବାରୁ ସାର୍ଟିଫିକେଟ ଦେଉନାହାନ୍ତି କଲେଜ କର୍ତୃପକ୍ଷ

12