ମାଡ଼ିଚାଲିଛି କରୋନା ହେଲେ ମେଳା ମହୋତ୍ସବରେ ମାତିଛନ୍ତି ନବରଙ୍ଗପୁରବାସୀ : କୋସାଗୁମୁଡ଼ା କଳଚାମାଲ ଗାଁରେ ପାଳନ ହେଲା ଗଣପର୍ବ ବାଲିଯାତ୍ରା; ବସିଲା ଦୋକାନ ବଜା. ନାଚ, ଗୀତରେ ମାତିଗଲେ ଶହ ଶହ ଲୋକ

12