ଭୁବନେଶ୍ୱର ସିଆରପି ଛକରେ ଗାଡି ଭିତରେ ଯୁବକଙ୍କୁ ହାଣି ହତ୍ୟା କଲେ ଦୁବୁର୍ତ : ଖସି ପଳାଇବା ବେଳେ ଦୁଇ ହତ୍ୟାକାରୀଙ୍କୁ କାବୁ କରି ନିର୍ଧୁମ ପିଟିଲେ ଲୋକ, ଭାଙ୍ଗିଲେ ପିସିଆର ଭ୍ୟାନ; ସ୍ପଷ୍ଟ ଦିବ୍ୟାଲୋକରେ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ

9